ଆଜି ଠାରୁ ୧୧ ଦିନ ଧରି ବରଗଡ଼ ସହର ହେବ ମଥୁରା ନଗରୀ

ବରଗଡ଼ : ଉଦଘାଟିତ ହେଲା ୭୮ ତମ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ ।  ୧୧ ଦିନ ଧରି ଚାଲିବ ବିଶ୍ଵର ସର୍ବବୃହତ ଖୋଳା ରଙ୍ଗମଞ୍ଚରେ ଧନୁଯାତ୍ରା  । ଆଜି ଠାରୁ ୧୧ ଦିନ ଧରି  ବରଗଡ଼ ସହର ହେବ ମଥୁରା ନଗରୀ । ଚାଲିବ ମହାରାଜ କଂସ ଙ୍କ ରାଜୁତି ।

Spread the love