ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଆସନ୍ତାକାଲି ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ

ଚାନ୍ଦବାଲି: ଆସନ୍ତାକାଲି ବିଜେଡି ଓ କଂଗ୍ରେସର ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା । ଚାନ୍ଦବାଲିରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି ଓ କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ସୂଚନା ଦେଇଛନ୍ତି ବିଜେଡି ଓ କଂଗ୍ରେସ ନେତା । ଆସନ୍ତାକାଲି ସକାଳ ୬ଟାରାରୁ ମଧ୍ୟାହ୍ନ ୧୨ଟା ଯାଏ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି ।

Spread the love