ରାଜ୍ୟକୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ସଚିବ, ଅନୁ ଗର୍ଗ ହେଲେ ନୂଆ ଚିଫ ସେକ୍ରେଟାରୀ

ଭୁବନେଶ୍ବର: ଓଡ଼ିଶା ପ୍ରଶାସନିକ ଇତିହାସରେ ପ୍ରଥମ ।  ରାଜ୍ୟକୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ସଚିବ ।  ଅନୁ ଗର୍ଗ ହେଲେ ନୂଆ ଚିଫ ସେକ୍ରେଟାରୀ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ନୂଆବର୍ଷରେ ନୂଆ ଦାୟିତ୍ବ ନେବେ ୧୯୯୧ବ୍ୟାଚର ଆଇଏଏସ ଅଫିସର ।

ବର୍ତ୍ତମାନ ଉନ୍ନୟନ କମିସନର ଭାବେ ଅବସ୍ଥାପିତ ଅଛନ୍ତି ।  ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ ଦାୟିତ୍ବ ତୁଲାଇଛନ୍ତି ଅନୁ ଗର୍ଗ ।  କେନ୍ଦ୍ର ସରକାର ଓ ପିଏମଓରେ ବି କାର୍ଯ୍ୟକରିବାର ଅଭିଜ୍ଞତା ରହିଛି ।

Spread the love