ଗଜପତି: ଅଟୋ ଓଲଟି ୨୨ ଜଣ ଗୁରୁତର । ଗଜପତି ସୀମାନ୍ତ ମୋହନା ବ୍ଲକ୍ ଜରାଉ ଛେଦନେଇ ଗାଁ ନିକଟରେ ଦୁର୍ଘଟଣା ହୋଇଛି । ୨୨ ଗୁରୁତରଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ସମସ୍ତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏକ ଅଟୋରେ ୨୨ ଜଣ ମୋହନା ବ୍ଲକ ଗୋବିନ୍ଦପୁର ଗାଁରୁ ବଡଗଡ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି ।
Post Views: 711