ଅପରେସନ ସିନ୍ଦୂର ପରେ ସଚିନ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତ ମଇ ୭ ତାରିଖ ମଧ୍ୟ ରାତ୍ରିରେ ପାକିସ୍ତାନ ଓ ପାକ ଅଧିକୃତ ଜାମ୍ମୁ  କଶ୍ମୀରରେ ଏୟାର ଷ୍ଟ୍ରାଇକ କରିଥିଲା। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପ୍ରତି‌‌ଶୋଧ ‌ନେବାକୁ ଯାଇ ଭାରତ ୯୦ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ଅନୁମାନ କରାଯାଉଛି । ଏହି ପ୍ରତିଶୋଧ ପରେ ବିଭିନ୍ନ ମହଲରେ ଭାରତୀୟ ସେନାକୁ ଭୁରିଭୁରି ପ୍ରଶଂସା କରାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ କହିଛନ୍ତି, ଭାରତ ପକ୍ଷରୁ ମିଲିଟାରୀ ଆଟାକ କରାଯାଇଛି । ପାକିସ୍ତାନ ଏହାର କଡ଼ ଜବାବ ଦେବ । ଗତ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରାୟ ୨ ସପ୍ତାହ ପରେ ଅପେରସନ ସିନ୍ଦୂରରେ ଭାରତର ହମଲାର ପ୍ରତିଶୋଧ ନେଇଛି ।

Spread the love

Leave a Reply

Your email address will not be published. Required fields are marked *