ଆଜି ରାଜ୍ୟରେ ୩୨୫୨ଟି ନୂଆ ସଂକ୍ରମଣ
ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୨୫୨ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୨୬୫ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୯୮୭ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।
Covid-19 Report For 28th August
New Positives Cases: 3252
In quarantine: 1987
Local contacts: 1265(Details of local contacts will be shared by concerned District Administration)
District Wise Cases
1. Angul: 11
2. Balasore: 78
3. Bargarh: 146
4. Bhadrak: 76
5. Balangir: 64— I & PR Department, Odisha (@IPR_Odisha) August 29, 2020
ଶନିବାରଦିନ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୩୨୫୨ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୭୬୨ ଟି ମାମଲା ଚିହ୍ନଟ ହୋଇଥିବାବେଳେ ତାପଛକୁ ରହିଛି ରାୟଗଡ଼ା ଜିଲ୍ଲା, ଯେଉଁଠାରେ ୪୫୦ଟି ମାମଲା ଚିହ୍ନଟ ହୋଇଛି ।
6. Boudh: 38
7. Cuttack: 323
8. Deogarh: 7
9. Dhenkanal: 94
10. Gajapati: 20
11. Ganjam: 169
12. Jagatsinghpur: 36
13. Jajpur: 83
14. Jharsuguda: 55
15. Kalahandi: 2
16. Kandhamal: 26
17. Kendrapada: 77
18. Keonjhar: 50
19. Khurda: 762
20. Koraput: 25
21. Malkangiri: 21— I & PR Department, Odisha (@IPR_Odisha) August 29, 2020
କଟକରେ ୩୨୩ ଟି ମାମଲା ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରେ ୧୬୯ଟି ମାମଲା ଚିହ୍ନଟ ହୋଇଛି । ଏହାଛଡ଼ା ମୟୁରଭଞ୍ଜରେ ୧୨୩ଟି ଓ ନୟାଗଡ଼ରେ ୧୨୦ଟି ମାମଲା ଚିହ୍ନଟ ହୋଇଛି । ୩୨୫୨ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୯୭୯୨୦ରେ ପହଞ୍ଚିଛି ।
22. Mayurbhanj: 123
23. Nawarangpur: 41
24. Nayagarh: 120
25. Nuapada: 25
26. Puri: 135
27. Rayagada: 450
28. Sambalpur: 63
29. Sonepur: 38
30. Sundargarh: 94New Recoveries: 2503
Cumulative Tested: 1670910
Positive: 97920
Recovered: 67826
Active Cases: 29571— I & PR Department, Odisha (@IPR_Odisha) August 29, 2020
ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୯,୫୭୧ ଥିବାବେଳେ ୬୭,୮୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୦୩ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୧୬୭୦୯୧୦ଟି କରୋନା ପରୀକ୍ଷା କରାଯାଇଛି ।