ଆପଣଙ୍କ ଘରେ ଦେଖା ଦେଉଛି କି ଏପରି ସଙ୍କେତ, ତେବେ ଜାଣି ରଖନ୍ତୁ ଏହା ଶୁଭ କି ଅଶୁଭ !

ଦର୍ଶକବନ୍ଧୁ ଏହି ସଂକେତ ଦ୍ୱାରା ଜାଣନ୍ତୁ ଶୁଭ କି ଅଶୁଭ ଯାହା ଦ୍ୱାରା ପରିବାରକୁ ଆସୁଥିବା ବିପଦରୁ ରହିବେ ସତର୍କ ଗ୍ରହର ଅବସ୍ଥା ଜୀବନରେ ବଦଳୁଛି ପ୍ରତିଦିନ ଆମେ ଅନେକ ସଂକେତ ପାଇଥାଉ ଯାହା ଆମ ପାଇଁ ଶୁଭ ଅଟେ | ଏହି ଚିହ୍ନ ଗୁଡିକରେ ଅବଗତ ନହେବାକୁ ଆମେ ସେ ଗୁଡିକୁ ଚିହ୍ନି ପାରୁ ନାହୁଁ | ଯେଉଁ କାରଣରୁ ଆମେ ଅନେକ ଥର ବଡ ସମସ୍ୟା ରେ ପଡି ଥାଉ ଦୈନଦିନ ଜୀବନରେ ମିଳୁଥିବା ଏହି ଚିହ୍ନ ଗୁଡିକ ଅନେକ ପ୍ରକାରର ହୋଇ ପାରେ ଅନେକ ଥର ଏହି ଚିହ୍ନ ଗୁଡିକ ସ୍ବପ୍ନ ରେ ଦେଖା ଯାଏ ବେଳେ ରାସ୍ତା ରେ ବୁଲିବା କିମ୍ବା ଘରେ ବସିବା ସମୟରେ ମଧ୍ୟ ଦେଖିବାକୁ ମିଳେ ଚାଲନ୍ତୁ ଜାଣିବା କେଉଁ ଚିହ୍ନ ଗୁଡିକ ବିଷୟରେ | ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଆମେ ସମସ୍ତେ ସମାନ ସମୟରେ ଭବିଷତ ର ଭଲ ଏବଂ ଖରାପ ଚିହ୍ନ ପାଇବନି କିନ୍ତୁ ସେଗୁଡିକ ଚିହ୍ନି ପାରୁ ନାହୁଁ କିମ୍ବା ବୁଝି ପାରୁ ନାହୁଁ ଯେଉଁ କାରଣରୁ ଆମେ ବଡ଼ ଅସୁବିଦାରେ ପଡୁ ଏପରି ପରିସ୍ଥିତି ରେ ଜରୁରୀ ଯେ ଆମେ ଏହି ଶୁଭ ଚିହ୍ନ ଗୁଡିକ କହିବୁ | ଯାହା ଦ୍ୱାରା ଆମ ଉପରକୁ ଆସୁଥିବା କୌଣସି ଅସୁବିଦାର ସମୁଖୀନ ହେବ ସହଜ ହେବ ଉଭୟ ଭଲ ଏବଂ ଖରାପ ଚିହ୍ନ ଏହି ଶୁଭ ଚିହ୍ନ ଗୁଡିକ ଭବିଷତ ର ଅବସ୍ଥା ନିମନୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ କିଛି ସଂକେତ ଆମକୁ କହିଥାଏ ଆସୁଥିବା ସମୟ ଅତ୍ୟନ୍ତ ଚମତ୍କାର ହେବାକୁ ଯାଉଛି | ଯଦି ଗୋଟେ କୁକୁର ଆପଣଙ୍କ ଘର ଆଡକୁ ମୁହଁ କରି କାନ୍ଦୁଚି କିମ୍ବା ବାରାମ୍ବାବାର ଭୁକୁଛି ତେବେ ଏହା ନିଚୟ ଭାବରେ ପରିବାର ଉପରେ କିଛି ବଡ଼ ବିପଦ ସଂକେତ ଅଟେ ଏପରି ପରିସ୍ତିସ୍ଥି ରେ ପୂର୍ବରୁ ସତର୍କ ହେବ ଉଚିତି |

ଯଦି ଆପଣଙ୍କ ଘରେ ହଟାତ କଳା ମୂଷା ସଂଖ୍ୟ ବୃଦ୍ଧି ପାଏ ତେବେ ଏହା କୌଣସି ବିପର୍ଯୟକୁ ସୂଚିତ କରେ | ଘରେ ବିଲେଇ ମାନେ ପରସ୍ପର ସହିତ ଲଢେଇ କରିବା ଏହା ଅଶୁଭର ସଂକେତ ଏହା ମଧ୍ୟରେ ଘରେ ରହୁଥିବା ଲୋକଙ୍କ ମଧ୍ୟରେ କୌଣସି ପ୍ରେମ ରହେ ନାହିଁ ଏବଂ ଘରେ ସବୁବେଳେ ଝଗଡା ଲାଗି ରହିଥାଏ | ଯଦି ଆପଣଙ୍କ ଘରେ ଉଈ ଲାଗିବା କିମ୍ବା ମହୁ ମାଛି ବସା କରନ୍ତି ତେବେ ଏହା ଆଗାମୀ ସମୟରେ ଘରର ମୁଖିଆ ଉପରକୁ କୌଣସି ପ୍ରକାରର ସମସ୍ୟା ଦେଖା ଯିବାର ସମ୍ଭାବନା ସଂକେତ ଦେଇଥାଏ | ଯଦି ଆପଣଙ୍କ ଘରର ଛାତ ଉପରେ କାଉ କିମ୍ବା ପେଚା ରାବ କରିବା କିମ୍ବା ଉଚ୍ଚ ସ୍ୱରରେ ଶବ୍ଦ କରିବା ଆସୁଥିବା ବିପଦର ସୂଚକ ଦେଇଥାଏ |

Spread the love