ଆପଣଙ୍କ ହାତରେ ଏହି ଚିହ୍ନ ଅଛିକି ଜାଣି ଜାଣିରଖନ୍ତୁ ଆପଣଙ୍କ ଭାଗ୍ୟ

ଦର୍ଶକବନ୍ଧୁ ଭାରତୀୟ ସଂସ୍କୃତି ଅନୁସାରେ ଭବିଷ୍ୟ ଦେଖିବା ପାଇଁ କିଛି ବିଧି କୁହାଯାଇଛି ଯେପରିକି ସାମୁଦ୍ରିକ ଶାସ୍ତ୍ର ଭବିଷ୍ୟତ ଦେଖିବା ପାଇଁ ଏକ ପ୍ରୀଚୀନ ବିଜ୍ଞାନ ଅଟେ ବିଷ୍ଣୁ ପୁରାଣ ଏକ କଥା ଅନୁସାରେ ଏହି ଶାସ୍ତ୍ର ମା ଲକ୍ଷ୍ମୀ ଭଗବାନ ବିଷ୍ଣୁକୁ ଶୁଣାଇଥିଲେ ଏବଂ ସମୁଦ୍ର ଦେବତା ଏହାକୁ ଶୁଣି ଶାସ୍ତ୍ରର ପ୍ରସାର କରିଥିଲେ ଏଠି ପାଇଁ ଏହି ଶାସ୍ତ୍ରକୁ ସାମୁଦ୍ରିକ ଶାସ୍ତ୍ର କୁହାଯାଏ ହାତରେ ରେକହା ପର୍ବତ ନଖର ଚିହ୍ନ ଏବଂ ବିଭିନ୍ନ ଚିହ୍ନ ବିଷୟରେ ଗଭୀର ଅଧୟନ ଅଭ୍ୟାସ ରେ ଏହି ଦିବ୍ୟର ପ୍ରକାଶ ହୋଇଥିଲା | ସାମୁଦ୍ରିକ ଶାସ୍ତ୍ରରେ ଶରୀରର କଲା ଜାଇ ଏବଂ ଚିହ୍ନାର ବହୁତ ମହତ୍ୱ ରହିଛି ଏହି ପରି ହାତର ବିଭିନ୍ନ ରେଖା ଏବଂ ଭାଗ୍ୟ ରେଖା ମତିଷ୍କ ରେଖା ହୃଦୟ ରେଖା ଏବଂ ବିଭିନ୍ନ ଚିହ୍ନ ଏବଂ ଶଙ୍ଖ ଚକ୍ର ମନ୍ଦିର ତ୍ରିଶୂଳ ପର୍ବତ ଇତ୍ୟାଦି ଏବଂ ହାତର ଆକାର ହାତର ରଙ୍ଗ ଇତ୍ୟାଦି ଅଧୟନରେ ମନୁଷ୍ୟର ଭୁତ କାଳ ବର୍ତମାନର କାଳ ଏବଂ ଭବିଷ୍ୟ କାଳ ସହିତ ମନୁଷ୍ୟର ଶୋଭାବ ଏବଂ ବ୍ୟକ୍ତିତ୍ୱବିଷୟରେ ମଧ୍ୟ ଜାଣି ହୁଏ |

ଯେଉଁ ଲୋକଙ୍କ ହାତରେ ଶଙ୍ଖ ଚିହ୍ନ ଥାଏ ସେ ନିଶ୍ଚୟ ରୂପେ ଭଗବାନ ବନିଥାଏ ଏପରି ଲୋକଙ୍କୁ ଜୀବନରେ ଧନ ଵେବବି କମି ହୁଏ ନାହିଁ ଏମାନଙ୍କ ଶୋଭାବ ଦୃଢ ହୋଇଥାଏ ଏପରି ଯଦି ମାଛ ଚିହ୍ନ ଥାଏ ସୋଭାଗ୍ୟ ଏବଂ ଅସୂର୍ଯ୍ୟ ପ୍ରତୀକ ହୋଇଥାଏ କିଛି ଲୋକଙ୍କ ହାତରେ ଏପରି ହିଁ ପିଲା ଦିନରୁ ହିଁ ରହିଥାଏ ଏବଂ କିଛି ଲୋକ ଙ୍କର ଅଧା ବୟସରେ ମଧ୍ୟ ହୋଇଥାଏ ଏବଂ ସେମାନଙ୍କର ଭାଗ୍ୟ ଖୋଲିଯାଏ | ଯେଉଁ ଲୋକଙ୍କ ହାତରେ ମନ୍ଦିର ଚିହ୍ନ ଥାଏ ସେ ସବୁବେଳେ ସମାଜରେ ମାନ ସନମାନ ଏବଂ କ୍ରିତି ପାଇଥାନ୍ତି ଏମାନେ ଗୋଟେ ଯାଗାରେ ବସିଥାନ୍ତି କିନ୍ତୁ ଅଖାପାଖରେ ଘଟୁଥିବା ସମସ୍ତ ତଥ୍ୟ ରଖିଥାନ୍ତି | ଏଥିପାଇଁ ସମସ୍ୟା ଆସେ ତାହାର ସମାଧାନ ପାଇଁ ଏମାନଙ୍କ ପାଖକୁ ଆସିଥାନ୍ତି କାରଣ ଏହି ଲୋକ ମାନେ ବୁଦ୍ଧି ମାନ ହେବ ସହିତ ଭଲ ମାର୍ଗ ଦର୍ଶନ କରାଇଥାନ୍ତି |

ଯେଉଁ ଲୋକଙ୍କ ହାତରେ ଶନି ପର୍ବତର ଉଚ୍ଚତା ଅଧିକ ହୋଇଥାଏ ସେମାନେ ଅଧିକ ପରିଶ୍ରମୀ ଏବଂ ଅନୁଶାସନ ପ୍ରିୟ ହୋଇଥାନ୍ତି | ଯଦି ଗୁରୁ ପର୍ବତର ଉଚ୍ଚତା ଅଧିକ ହୋଇଥାଏ ସେହି ବ୍ୟକ୍ତିକୁ ରାଜା ଯୋଗ ଏବଂ ଚାକିରୀ କ୍ଷେତ୍ରରେ ସଫଳତା ମିଳିଥାଏ | ଯଦି ଶୁକ୍ର ପର୍ବତର ଉଚ୍ଚତା ଅଧିକ ହୋଇଥାଏ ସେହି ବ୍ୟକ୍ତି ସଙ୍ଗୀତ ଏବଂ କଲା କ୍ଷେତ୍ରରେ ଉର୍ନତି ପ୍ରାପ୍ତ କରିଥାଏ | ବୁଧ ପର୍ବତରେ ଥିବା ବ୍ୟକ୍ତି ବୌଦ୍ଧିକ କ୍ଷେତ୍ରରେ ପ୍ରଗତି କରନ୍ତି ଏବଂ ମଙ୍ଗଳ ପ୍ରଭାବରେ ଥିବା ପ୍ରଶାସନିକ କ୍ଷେତ୍ରରେ ରେ ସଫଳତା ପାଇଥାନ୍ତି | ଯେଉଁ ବ୍ୟକ୍ତିର ସବୁ ଅଙ୍ଗୁଳିର ନଖରେ ଅର୍ଧଚନ୍ଦ୍ର ଦେଖା ଯାଏ ଏବଂ ତାହାର ସବୁ ଆଙ୍ଗୁଳି ଲମ୍ବା ହୋଇଥାଏ ତ ଏପରି ବ୍ୟକ୍ତି ଜୀବନରେ ସଙ୍କଟରୁ ବାହାରି ବହୁତ ଆଗକୁ ବଢି଼ଥାନ୍ତି ଏବଂ ନିଜର ଖେମତାକୁ ସିଦ୍ଧ କରିଥାନ୍ତି ଏପରି ନ୍ୟକଟି ଜୀବନରେ ସବୁବେଳ ଆଗକୁ ବଢିବା ପାଇଁ ଚିନ୍ତା କରିଥାନ୍ତି ଏବଂ କିଛିନା କିଛି ଅଲଗା କରି ଦେଖାଇ ଥାନ୍ତି | ଯଦି କୌଣସି ଲୋକର କୌଣସି ଆଙ୍ଗୁଳିରେ ଅର୍ଧଚନ୍ଦ୍ର ନଥାଏ ସେହି ପରି ବ୍ୟକ୍ତି ମାନେ କ୍ରୋଧୀ ଶୋଭାବର ହୋଇଥାନ୍ତି କିନ୍ତୁ ଏହା ସହିତ ସେ ବହୁତ ବୁଝିବା ଵାଲା ବିଚାର ଶିଳ ବୁଦ୍ଧିମାନ ହୋଇଥାନ୍ତି ଏମାନେ ଜୀବନରେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡେ ନାହିଁ |

Spread the love