ଆମିଷ ଖାଇବା ଉଚିତ ନା ଅନୁଚିତ ? ନିଶ୍ଚୟ ଦେଖନ୍ତୁ …

ବନ୍ଧୁଗଣ, ଆଜି ଆମ୍ଭେ ଜାଣିବା ଯେ ଆମିଷ ଖାଇବା ଆମ୍ଭ ଶରୀର ନିମନ୍ତେ ଉଚିତ ନା ଅନୁଚିତ ? ଆମ୍ଭ ଶରୀର ପାଇଁ ଆମିଷ ଆବଶ୍ୟକତା କିଭଳି ଅଛି ? ଗୋଟିଏ ଘରେ ଗୋ-ମାତା ଙ୍କୁ ରାଖୀ ଦିଅନ୍ତୁ ଏବଂ ଆଉ ଏକ ଘରେ ଆପଣ କିଛି କୁକୁର ଙ୍କୁ ରଖି ଦିଅନ୍ତୁ । ଯେଉଁ ଘରେ ଗାଈ ଥିବେ ସେହି ଘରେ ଆପଣ କିଛି ଘାସ କୁ ପକାଇ ଦିଅନ୍ତୁ । ଏବଂ ଯେଉଁ ଘରେ କୁକୁର ମାନେ ରହୁଥିବେ ସେହିଘରେ ୧ କେଜି କୁକୁଡା ମାଂସ ପକାଇ ଦିଅନ୍ତୁ । ଏହାପରେ ୧୦ ମିନିଟ ପର୍ଯ୍ୟନ୍ତ ଆପଣ ଦୁଆର ବନ୍ଦ କରି ଦିଅନ୍ତୁ । ୧୦ ମିନିଟ ପରେ ଦୁଆର ଖୋଲିଲା ବେଳକୁ ଆପଣ ମାନେ ଦେଖିବେ ଯେ ଯେଉଁ ଘରେ ଗୋ-ମାତା ମାନେ ରହୁଥିବେ ଅତି ସୁନ୍ଦର ଭାବରେ ଘାଷ କୁ ପାକୁଳି ପାକୁଳି ଖାଉଥିବେ । ସେମାନଙ୍କ ମଧ୍ୟରେ ଝଗଡା ନଥିବ । କିନ୍ତୁ ଯେଉଁ ଘରେ ୧୦ ଟି କୁକୁର ଥିବେ ଏବଂ କୁକୁଡା ର ମାଂସ କିଛି ଥିବା ମାଂସ ତାହା ଜାଗାରେ ପଡିଥିବ  କିନ୍ତୁ କୁକୁର ମାନେ ପରସ୍ପର ପ୍ରତି ଆକ୍ରମଣ କରୁଥିବେ ।

 

ଏହା ହେଉଛି ଜଣେ ଶାକାହାରୀ ପ୍ରାଣୀ ଏବଂ ଜଣେ ଆମିଷ ଖାଉଥିବା ପ୍ରାଣୀ ମଧ୍ୟ ପାର୍ଥକ୍ୟ । ଯେଉଁ ପ୍ରାଣୀ ମାନେ ଆମିଷ ଭକ୍ଷଣ କରିଛନ୍ତି ତଥା ଆମିଷ ଭୋଜନ କରନ୍ତି ସେମାନେ ସମସ୍ତେ ହିଂସ୍ର । ଆପଣ କୌଣସି ଆମିଷ ଖାଉଥିବ ଜନ୍ତୁ ମାନଙ୍କୁ ବିଶ୍ଵାସ କରି ପାରିବେ ନାହିଁ । ଯେଉଁମାନେ ଗଛ, ପତ୍ର, ଡାଳ ଆଦି ଖାଇଥାନ୍ତି ସେମାନେ ଅତ୍ୟନ୍ତ ନିରୀହ ଅଟନ୍ତି । ସେହିଭଳି ଆମିଷ ଖାଉଥିବା ମଣିଷ ମଧ୍ୟ ହିଂସ୍ର ହୋଇଯାଇଥାନ୍ତି । କାରଣ ସେମାନଙ୍କର ବିବେକ କାମ କରେ ନାହିଁ । ଆପଣ ମାନେ ଦେଖୁଥିବେ ଯେଉଁ ମାନେ ଆମିଷ ଖାଉଥିବେ ସେମାନେ ସଠିକ ସମୟରେ ନିଷ୍ପତ୍ତି ନେଇ ପାରନ୍ତି ନାହିଁ । କାରଣ ମଣିଷ ବିବେକ ହୀନା ହେଲା ପରେ ଏହିଭଳି ପଶୁ ଭଳି ଆଚରଣ କରିଥାଏ । ବୈଜ୍ଞାନିକ ଙ୍କ ମତରେ ମନୁଷ୍ୟ ମାନଙ୍କ ଶରୀର ଆମିଷ ଖାଇବା ନିମନ୍ତେ ଉଚିତ ଅଟେ ନାହିଁ । ମଣିଷ ଶରୀର ଏକ ଶାକାହାରୀ ପ୍ରାଣୀ ର ଶରୀର ସହିତ ସମାନ ଅଟେ ।

ଏଣୁ ଆପଣ ଏହା ବିଚାର କରନ୍ତୁ ପ୍ରଶ୍ନ ମଧ୍ୟ ଆପଣଙ୍କ ପାଖରେ ଉତ୍ତର ମଧ୍ୟ ଆପଣଙ୍କ ପାଖରେ । ମଣିଷ ଶରୀର ପାଇଁ ଆମିଷ ଖାଇବା କେତେ ଦରକାର ? ଯଦି ଆମ୍ଭେ ଆମିଷ ଖାଉଛୁ ତେବେ ଆମ୍ଭେ ବିବେକହୀନ ହୋଇ ଯାଉଛୁ ତଥା ଆମ୍ଭେ ସଠିକ ସମୟରେ ସଠିକ ନିଷ୍ପତ୍ତି ନେଇ ପାରିନଥାଉ । ଆମିଷ ଖାଇବା ଦ୍ଵାରା ମଧ୍ୟ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଏହା ସହିତ ଆମ୍ଭେ ନିରୀହ ପଶୁ ମାନଙ୍କୁ ହତ୍ୟ। କରି ଖାଉଛୁ । ମଣିଷ କ’ଣ ଗୋଟିଏ ଜୀବ କୁ ହତୟଆ କରି ତାହାର ମାଂସ କୁ ଭକ୍ଷଣ କରିବା ସତରେ କ’ଣ ଏହାର ଆବଶ୍ୟକତା ଅଛି ? ଆମିଷ ରୁ ଯେଉଁ ସବୁ ଭିଟାମିନ ମିଳୁଛି ସତରେ କଣ ତାହା ଅନ୍ୟ କେଉଁ ଖାଦ୍ୟରେ ମିଳିବ ନାହିଁ ? ଏହା ଉପରେ ଆପଣ ଥରେ ବିଚାର କରି ଦେଖନ୍ତୁ ।

Spread the love