ଏହି ଲକ୍ଷଣ ଥିବା ସ୍ତ୍ରୀ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ, ଯାହାଙ୍କ ପାଦ ପଡିବା ମାତ୍ରେ ଘରକୁ ଆସିଥାନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ, କୌଣସି ପରିବାରର ଖୁସି ମୁଖ୍ୟତ ସେହି ଘରର ମହିଳା ମାନଙ୍କ ଉପରେ ନିର୍ଭର କରିଥାଏ । ମହିଳା ମାନେ ଘରର ଗୃହିଣୀ ହୋଇଥାନ୍ତି । ଏବଂ ତାଙ୍କ ବିନା ଘର ଘର ରହିନଥାଏ । ମହିଳା ମାନଙ୍କ ଦ୍ଵାରା ଘରର ଶୋଭା ବଢିଥାଏ । ବିବାହ ଏକ ଏଭଳି ବନ୍ଧନ ଅଟେ ଯେଉଁଥିରେ ମହିଳା ଏବଂ ପୁରୁଷ ୭ ଜନ୍ମ ରେ ବାନ୍ଧି ହୋଇଯାଇଥାନ୍ତି । ବିବାହ ପୂର୍ବ ରୁ ସ୍ତ୍ରୀ ଏବଂ ପୁରୁଷ ଙ୍କ ମନରେ ନିଜ ଜୀବନ ସାଥି ଙ୍କୁ ନେଇ କେତେକ କଳ୍ପନା ଏବଂ ଅପେକ୍ଷା ରହିଥାଏ । ମହିଳା ମାନେ ଯେତେବେଳେ ଜୀବନସାଥି ର କଳ୍ପନା କରିଥାନ୍ତି ତେବେ ସ୍ଵାମୀ ଭାବରେ ସେ ଏକ ଏଭଳି ସାଥି ଚାହିଁଥାଏ ଯେ କି ତାହାର ଧ୍ୟାନ ରଖୁ ଏବଂ ତାକୁ ଏକ ସୁରକ୍ଷିତ ଜୀବନ ଦେଉ ।ସାମୁଦ୍ରିକ ଶାସ୍ତ୍ର ରେ ମହିଳା ମାନଙ୍କ ଶରୀରର କିଛି ବିଶେଷ ଅଙ୍ଗ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଅଛି । ଜାହା ଦ୍ଵାରା ଆମ୍ଭେ ଜାଣି ପାରିବା ଯେ ସେହି ମହିଳାଙ୍କ ସ୍ଵଭାବ କିପରି ଅଟେ ?

୧- ଯେଉଁ ମହିଳା ଙ୍କ କେଶ ଲମ୍ବା, ସିଧା ହୋଇଥାଏ ଏହିଭଳି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ମାତା ଲକ୍ଷ୍ମୀ ଙ୍କ ପ୍ରତିମା ରେ ମଧ୍ୟ କଳା ଲମ୍ବା କେଶ ରହିଅଛି । ଏହା ସୁଖ ସମୃଦ୍ଧି ର ପ୍ରତୀକ ଅଟେ । ଏଣୁ ଯେଉଁ ମହିଳାଙ୍କ କେଶ ଲମ୍ବା ଏବଂ ଘନ ହୋଇଥାଏ ସେମାନଙ୍କୁ ଜୀବନରେ ସୁଖ ଏବଂ ଐଶ୍ଵର୍ଜ୍ୟ ମିଳିଥାଏ । ଏହିଭଳି ସ୍ତ୍ରୀ ମାନଙ୍କୁ ବିବାହ କରିଥିବା ପୁରୁଷ ଜୀବନରେ ସର୍ବଦା ତରକି କରିଥାନ୍ତି ।

୨- ଗୋଲ ଚେହେରା ତଥା ବଡ ଆଖି, ଏହିଭଳି ମହିଳା ମାନଙ୍କୁ ଅତ୍ୟନ୍ତ ଦୟାଳୁ ସ୍ଵଭାବର ମାନାଯାଇଅଛି । ଏହିଭଳି ମହିଳା ନିଜ ସ୍ଵାମୀ ଙ୍କ ପ୍ରତି ବିଶ୍ଵସ୍ଥ ଅଟନ୍ତି । ଏହା ସହିତ ଏହି ମହିଳା ମାନେ ଜାହା ଘରକୁ ବିବାହ କରି ଯାଇଥାନ୍ତି ଯେହି ଘରେ କେବେ ମଧ୍ୟ କ୍ଲେଶ ର ବାତାବରଣ ବନି ନଥାଏ ।

୩- ଯେଉଁ ମହିଳାଙ୍କ ମଥା ଚଉଡା ହୋଇଥାଏ, ଏହିଭଳି ମହିଳାଙ୍କୁ ଉତ୍ତମ ଭାଗ୍ୟବାନ ମାନାଯାଇଅଛି । ସେ ନିଜ ପରିବାରର କଲ୍ୟାଣ କରିଥାନ୍ତି ।

୪- ଯେଉଁ ମହିଳା ଙ୍କ ନାକ ର ଆଗ୍ରା ଭାଗରେ କଳାଜାଇ ରହିଥାଏ, ଏହିଭଳି ମହିଳା ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସୁଖ ସମୃଦ୍ଧି ରେ ଭରପୁର ଜୀବନ ବିତାଇଥାନ୍ତି ।

୫- ଯେଉଁ ମହିଳା ଙ୍କ ଦାନ୍ତ ଧଳା, ତଥା ଉପର ଦାନ୍ତ ମଝିରେ ଫାଙ୍କ ହୋଇଥାଏ, ଜିଭ ପତଳା ତଥା ଲାଲ ଏବଂ ଗୋଲାପି ରଙ୍ଗର ହୋଇଥାଏ ତେବେ ଏହିଭଳି ମହିଳା ଭାଗ୍ୟଶାଳୀ ମାନାଯାଇଛନ୍ତି । ଏହିଭଳି ମହିଳା ନିଜ ପରିବାରର ସଂପୂର୍ଣ୍ଣ ଧ୍ୟାନ ରଖିଥାନ୍ତି ।

Spread the love