ଓଡ଼ିଶାରେ ଚିହ୍ନଟ ହେଲେ ୨ଜଣ ଓମିକ୍ରନ ସଂକ୍ରମିତ

ଓଡ଼ିଶାରେ ଓମିକ୍ରନ । ରାଜ୍ୟରୁ ଚିହ୍ନଟ ହେଲେ ୨ଜଣ ଓମିକ୍ରନ ଆକ୍ରାନ୍ତ । ୨ ସଂକ୍ରମିତ ହେଲେ କଟକ ଓ ଖୋର୍ଦ୍ଧା ଜିଲ୍ଲାର । ଏମାନେ ନାଇଜେରିଆ ଓ କତାରରୁ ଫେରିଥିଲେ । ଜିନମ ସିକ୍ୱେନ୍ସିଂରୁ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ପକ୍ଷରୁ ସୂଚନା ।

Spread the love