ଓଡ଼ିଶାର ସାମଗ୍ରିକ ବିକାଶ ହିଁ ମଧୁବାବୁଙ୍କର ସ୍ବପ୍ନ : ମୋହନ ମାଝୀ

ଭୁବନେଶ୍ୱର : ମଧୂବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ।  ମଧୁସୂଦନ ଦାସଙ୍କ ୧୭୭ ଜନ୍ମଜୟନ୍ତୀ ଅବସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ମଧୁବାବୁ ଥିଲେ ଓଡ଼ିଆ ଜାତିର ଗର୍ବ ଏବଂ ଗୌରବର ପ୍ରତୀକ। ଓଡ଼ିଶାର ସାମଗ୍ରିକ ବିକାଶ ହିଁ ମଧୁବାବୁଙ୍କର ସ୍ବପ୍ନ ଥିଲା ।

ସେଥିପାଇଁ ସିଏ ଶିଳ୍ପକୁ ସର୍ବଦା ପ୍ରାଧାନ୍ୟ ଦେଇଥିଲେ । ଉତ୍କଳ ଟ୍ୟାନେରୀ ସହ ଅନେକ ଶିଳ୍ପା ପ୍ରତିଷ୍ଠା କରିବାରେ ସିଏ ସଫଳ ହୋଇଥିଲେ ।  ଓଡ଼ିଆ ଅସ୍ମିତାକୁ ରକ୍ଷା କରିବା ପାଇଁ ଆମ ସରକାର ସର୍ବଦା ପ୍ରତିସ୍ତୁତିବଧ ।

Spread the love

Leave a Reply

Your email address will not be published. Required fields are marked *