କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟା ଜଳ

କଟକ : କଟକ ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ଜଳ । ଗତ କାଲି ରାତି ୧୨ଟାରେ ପହଁଚିଛି ବନ୍ୟା ଜଳ। ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୮୩ ହଜାର ୮୦୮ କ୍ୟୁସେକ ଜଳ ପ୍ରଭାଵିତ ହେଉଛି । ଅଫ ଷ୍ଟ୍ରିମ ୮୬.୦୦ ଥିବା ବେଳେ ଡାଉନ ଷ୍ଟ୍ରିମ ୮୩.୧୦ ରହିଛି । ମୁଣ୍ଡଳୀରେ ବିପଦ ସଂକେତ ୯୭.୨୫ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରଭାଵିତ ହେଉଛି । ଆଜି ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀରୁ ୩ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

Spread the love