କିଚେନ୍ ରେ ସିଂଙ୍କ୍ ଜାମ୍ ହେବା ଯୋଗୁଁ ଅଛନ୍ତି ଚିନ୍ତିତ , ତେବେ ଏମିତି ବିନା ପ୍ଲମ୍ବରରେ ଡକାଇ ମିନିଟ୍ ଏ ମଧ୍ୟରେ କରନ୍ତୁ ଠିକ୍

ପ୍ରାୟ ଦୁନିଆଁର୍ ସବୁ ଘରରେ ଯେଉଁଥିରେ ସିଂଙ୍କ୍ ହୋଇଥାଏ ସେଠାରେ ଗୋଟେ ହିଁ ସମସ୍ୟା ହୋଇଥାଏ ଏହା କି ଆମର କିଚେନ୍ ସିଂଙ୍କ୍ ବହୁତଥର ବ୍ଲକ୍ ହୋଇଥାଏ , ଓ କେବେ କେବେ କିଚେନ୍ ସିଂଙ୍କ୍ ଏମିତି ବ୍ଲକ୍ ହୋଇଥାଏ କି ତାକୁ ଠିକ୍ କରିବାରେ ବହୁତ ସମୟ ଲାଗିଯାଏ , ବହୁତଥର ତ ଏହା ବଡ ସମସ୍ୟା ହୋଇଯାଏ , ତେବେ ପ୍ଲମ୍ବରକୁ ଡକାଇବାକୁ ପଡେ ଓ ବହୁତ ସମୟ ରୋଷେଇ କାମ ଅଟକି ରୁହେ , ଯଦି ଆପଣଙ୍କ ରୋଷେଇ ସିଂଙ୍କ୍ ବହୁତ ହିଁ ଅଧିକା ବ୍ଲକ୍ ହୋଇଯାଇଛି, ତେବେ ବାରମ୍ବାର ପ୍ଲମ୍ବରକୁ ଡକାଇବା ସଂମ୍ଭବପର ନୁହେଁ , ତେବେ ଆମେ ଆଜି ଆପଣଙ୍କୁ କହିବୁ କିଛି ଖାସ୍ ଟ୍ରିକ୍ ଓ ଟିପ୍ସ ଯାହାଦ୍ୱାରା ଆପଣଙ୍କ ସିଂଙ୍କ୍ କୁ ଅନବ୍ଲକ୍ କରିପାରିବେ , ଏଥିରେ କିଛି ରୋଷେଇ ସରଞ୍ଜାମ ଲାଗିବ । ଏହି କଥାଉ ଧ୍ୟାନ ରଖିବେ କି ପ୍ଲନଞ୍ଜର ଯାହା ଫଟୋରେ ଦେଖାଯାଇଛି କିଚେନ୍ ସିଂଙ୍କ୍ ସଫା କରିବାର ପାଇଁ ସବୁଠାରୁ ଭଲ ତରିକା ଅଟେ, ଓ ଯଦି ଆପଣଙ୍କ ପାଖରେ ତାହା ନାହିଁ ତେବେ ଅନ୍ୟ ତରିକା କହୁଛୁ ।

୧) ବେକିଙ୍ଗ୍ ସୋଢା ଓ ଭିନେଗାର୍- ଯଦି କିଚେନ୍ ସିଙ୍କ୍ ବ୍ଲକ୍ ହୋଇଯାଇଛି ତେବେ ତା ଭିତରେ ଅଳିଆ ବାହାର କରିବାକୁ ହେଲେ ବେକିଙ୍ଗ୍ ସୋଢା ଓ ଭିନେଗାର୍ ବ୍ୟବହାର କରନ୍ତୁ  , ଏଥିରେ ସିଙ୍କ୍ ଭିତରେ ଜମା ମଇଳା ଅଳିଆ ତରଳିବାକୁ ଲାଗିବ ଓ ଏସିଡିକ୍ ରିଆକ୍ସନ୍ ହେବା ଯୋଗୁଁ ସିଙ୍କ୍ ସଫା ମଧ୍ୟ ହୋଇଯିବ , ଏହି ତରିକା ବଜାରରେ ମିଳୁଥିବା ଡ୍ରେନ୍ କ୍ଲିନର୍ ପରି ଅଟେ ।

ବ୍ୟବହାର କରିବାର ବିଧି- ୧/୨ କପ୍ ବେକିଙ୍ଗ୍ ସୋଢା କିଚେନ୍ ସିଙ୍କ୍ ର ହୋଲ୍ ରେ ପକାଇଦିଅନ୍ତୁ । ଏହାପରେ ୧/୨ କପ୍ ଧଳା ଭିନେଗାର୍ ନିଅନ୍ତୁ , ଓ ଏଥିରେ ପକାଇଦିଅନ୍ତୁ , ଯେବେ ଏସିଡିକ୍ ରିଆକ୍ସନ୍ ଆରମ୍ଭ ହୋଈଯିବ ତେବେ ଗରମ ପାଣି ପକାଇଦିଅନ୍ତୁ ଆପଣଙ୍କ କିଚେନ୍ ସଫା ହୋଇଯିବ ।

ବେକିଙ୍ଗ୍ ସୋଢା ଓ ଲୁଣ- ସେମିତି ଭିନେଗାର୍ ସାଙ୍ଗେ ସାଙ୍ଗେ କାମ କରିନଥାଏ, କିନ୍ତୁ ଯଦି ଆପଣଙ୍କ ପାଖରେ ଭିନେଗାର୍ ନାହୀଁ ତେବେ ଆପଣ ବେକିଙ୍ଗ୍ ସୋଢା ଓ ଲୁଣକୁ ନେଇ ରାତି ସାରା କିଚେନ୍ ସିଙ୍କ୍ ରେ ପକାଇଦିଅନ୍ତୁ ।ବ୍ୟବହାରର ବିଧି- ୧ କପ୍ ବେକିଙ୍ଗ୍ ସୋଢା ସହ ୧/୨ କପ୍ ଲୁଣ ସିଙ୍କ୍ ଡ୍ରେନ୍ ରେ ପକାଇଦିଅନ୍ତୁ , ଏହାକୁ ରାତି ସାରା ରଖିବେ ଓ ସକାଳୁ ଉଠିକରି ୨ କପ୍ ଗରମ ପାଣି ସିଙ୍କ୍ ଡ୍ରେନ୍ ରେ ପକାଇଦିଅନ୍ତୁ , ଆପଣଙ୍କ କିଚେନ୍ ସିଙ୍କ୍ ଅନବ୍ଲକ୍ ହୋଇଯିବ ଓ ଅଧିକା ଚିନ୍ତିତ ହେବାକୁ ପଡୀବ ନାହିଁ ।

ମେଟାଲ୍ ହ୍ୟାଙ୍ଗର କୁ ଏମିତି କରନ୍ତୁ ସଫା- ଏହା କେଉଁ ହ୍ୟାକ୍ ରୁ ଅଧିକା ଟିପ୍ ଅଟେ, ଓ ଆପଣ ଏହାକୁ ଯୋଗାଡ କହିପାରିବେ , ଯଦି କିଚେନ୍ ସିଙ୍କ୍ ବହୁତ ଖରାପ୍ ଭାବେ ବ୍ଲକେଜ୍ ହୋଇଛି ତେବେ ଆପଣ ଏହାର ପ୍ରୟୋଗ କରିପାରିବେ , ମେଟାଲ୍ ହ୍ୟାଙ୍କର୍ ବା ୱାୟାର୍ କୁ ସିଧା କରି ଗୋଟେ ପଟୁ ହୁକ୍ କରିଦେବେ , ଏହାକୁ କିଚେନ୍ ସିଙ୍କ୍ ର ଡ୍ରେନ୍ ଆଡକୁ ପକାଇଦେବେ , ଓ ଅଳିଆ ଉପରକୁ ବାହାର କରିବାକୁ ଚେଷ୍ଟା କରିବେ , ଆପଣଙ୍କୁ ଏହା ସହ ଗରମ ପାଣି ବ୍ୟବହାର କରିପାରିବେ , କହିଦେବୁ କି ତରିକା କାମ କରିବ, କିନ୍ତୁ ଯଦି ପାଇପ୍ ଭିତରେ କିଛି ଅସୁବିଧା ଅଛି କିମ୍ବା ଡ୍ରେନେଜ୍ ସିଷ୍ଟମରେ କିଛି ଅସୁବିଧା ଅଛି ତେବେ ପ୍ଲମ୍ବରକୁ ଡକାଇବା ଠିକ୍ ରହିବ , ନହେଲେ ଚେଷ୍ଟା କରନ୍ତୁ କି କିଚେନ୍ ସିଙ୍କ୍ ଡ୍ରେନ୍ ରେ ଅଧିକା ମଇଳା ନ ଯାଉ, ଯାହାଦ୍ୱାରା ବ୍ଲକ୍ ହେବାର ସଂମ୍ଭାବନା ଅଧିକା ହେବ ।

Spread the love