କୁକୁଡ଼ାର ର କଳିଜା ଖାଉଥିବା ୯୦ ପ୍ରତିଶତ ଲୋକ ଜାଣି ନାହାନ୍ତି ଏହି ବଡ କଥା – ଖାଇବା ଆଗରୁ ଜାଣିରଖନ୍ତୁ ଏହି କଥା…

 ଆମେ ଆଜି ଏଠି କହିବାକୁ ଯାଉଛୁ କି କୁକୁଡ଼ାର କଲିଜା ଖାଇବାର ଲାଭ କଣ ହୋଇଥାଏ।ଆପଣ ଜାଣିଛନ୍ତି କି ବହୁତ ଲୋକ ଚିକେନ୍ ଖାଇବାକୁ ବହୁତ ପସନ୍ଦ କରନ୍ତି ଆଉ ଖାଇବା ବି ଦରକାର କାରଣ ଚିକେନ୍ ଖାଇବାର ବହୁତ ଗୁଡିଏ ଲାଭ ହୋଇଥାଏ।ଚିକେନ୍ ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ଓ ବଳ ମିଳିଥାଏ କାହିଁକିନା ଚିକେନ୍ ରେ ବହୁତ ପରିମାଣରେ ପ୍ରୋଟିନ,ଭିଟାମିନ ଓ ଖଣିଜ ଲବଣ ପାଇଥାଉ ଯାହା ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ ସେହିଭଳିଆ ସେ ଚିକେନ୍ କଳିଜାବି ଆମମାନଙ୍କ ପାଇଁ ବହୁତ ଦରକାରୀ ଅଟେ କାରଣ କୁକୁଡ଼ା କଳିଜା ରେ ବିଭିନ୍ନ ଭିଟାମିନ,କ୍ୟାଲସିୟମ,ଫାଇବର,ଆଇରନ ପରିପୂର୍ଣ୍ଣ ମାତ୍ରରେ ମିଳିଥାଏ।ତାସହିତ ଆଖି,ମୁଣ୍ଡ ପାଇଁ ଭିଟାମିନ ବହୁତ ଲାଭ ଦାଇ ଅଟେ ଯେଉଁଟାକି କାଲିଜାରେ ଭରପୁର ମାତ୍ରରେ ମିଳିଥାଏ।
ଆମେ କ୍ୟାଲସିୟମ କଥା କହିବାତ ଏ ଦାନ୍ତ,ହାଡ଼ ଦୃଢ଼ କରିବାରେ ବହୁତ ସାହାଯ୍ୟ କରିଥାଏ। ବହୁତ ଲୋକ ଚିକେନ୍ କଳିଜା ଖାଆନ୍ତି ନାହିଁ କାରଣ ଏହାର ସ୍ୱାଦ ଜମା ଭଲ ନୁହେଁ କୁହନ୍ତି କି ସବୁବେଳେ ଯିଏ ଆମ ଶରୀର ପାଇଁ ଭଲ ତାର ସ୍ୱାଦ ଭଲ ଲାଗେ ନାହିଁ। ଆଜି ଆମେ ଏଠି କହିବୁକି ଚିକେନ୍ କଲିଜା ଖାଇବା ଦ୍ୱାରା କଣ ଲାଭ ହୋଇଥାଏ।

ଚିକେନ କଲିଜା ରେ ଭିଟାମିନ-ଏ ଥାଏ ଯାହା ଆମ ଶରୀର କୁ ଶକ୍ତି ଯୋଗାଇ ଥାଏ ଗୋଟେ ସପ୍ତାହ ରେ ୩ଦିନ କଲିଜା ଖାଇବା ଦ୍ୱାରା ଆମ ଶରୀର ମାନସିକ ଓ ଶାରିରିକ ଦୁର୍ବଳତା କମିଯାଇଥାଏ।ସାଙ୍ଗମାନେ ଦ୍ୱିତୀୟ ଲାଭ ହେଉଛି କୁକୁଡ଼ା କଲୀଜାରେ ଭରପୁର ମାତ୍ରାରେ ଜୀଙ୍କ ପାଇଥାଉ ଯାହା ଆମ ହଜମ ଶୈଳୀକୁ ଦୃଢ଼ କରିଥାଏ ଆଉ ତାସହିତ ପେଟ ରୋଗ ମଧ୍ୟ ଦୁର କରିଥାଏ,ଭୋକ ବଢେଇବାର ବି କାର୍ଯ୍ୟ ଏ କରିଥାଏ।ତୃତୀୟ ଲାଭ ହେଉଛି ଏ ଗୋଟେ ପୁରୁଷ ପାଖରେ ତାର ପୁରୁଷତ୍ୱ କୁ ବଢେ଼ଇ ଥାଏ। କୁକୁଡ଼ା କଲୀଜାରେ ଭରପୁର ମାତ୍ରାରେ ପୋଟାସୀୟମ,ମଗ୍ନେସିୟମ,ଖଣିଜଲବଣ ଭରା ମାତ୍ରାରେ ପାଇଥାଉ।ଯାହା ପୁରୁଷଙ୍କ ପୁରୁଷତ୍ୱ ବଢ଼ାଇ ଥାଏ।କଲିଜା ଖାଇବା ଦ୍ୱାରା ପୁରୁଷ ମାନଙ୍କ ମଧ୍ୟରେ ଶାରୀରିକ ଶକ୍ତି,ମାନସିକ ଶକ୍ତି,ବଳ ଆଦି ବଢିଯାଇ ଥାଏ।ଚତୁର୍ଥ ଲାଭ କୁକୁଡ଼ା କଲିଜା ଖାଇବା ଦ୍ୱାରା ଆମ ଆମ ଆଖି ସୁସ୍ତ ରହେ।

Spread the love