ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ, କାର୍ଯ୍ୟରେ ଅବହେଳା ପାଇଁ ୧୫ ଅଧିକାରୀଙ୍କ ଦରମା ବନ୍ଦ

କଟକ : ମିଳିବ ନାହିଁ ସେପ୍ଟେମ୍ବର ମାସ ଦରମା । ୧୫ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ । ୭ ଜଣ ବିଡିଓ ଏବଂ ସିଡିଏମଓ ଙ୍କ ସମେତ ମୋଟ ୧୫ ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜନ ଅଭିଯୋଗ ଶୁଣାଣି ସମସ୍ୟା ସମାଧାନ ଦିଗରେ ଅବହେଳା ପ୍ରଦର୍ଶନ ପାଇଁ କଡା କାର୍ଯ୍ୟନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ । ଦରମା ବନ୍ଦ ପାଇଁ ଟ୍ରେଜେରୀକୁ ଚିଠି ଲେଖିଲେ ଏଡିଏମ ।

Spread the love