ଜୀବନରେ ସୁଖୀ ରହିବାକୁ ଚାହୁଁଛନ୍ତି ତ ଏହି ୪ ଟି ଜିନିଷ ଘରେ ସବୁବେଳେ ଲୁଚେଇ ରଖନ୍ତୁ

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଖୁସି ଚାହିଁଥାଏ ଶାନ୍ତି ଚାହିଁଥାଏ ପ୍ରେମ ଚାହିଁଥାଏ ଏବଂ ନିଜର ମନ ପସନ୍ଦର ଲାଇଫ ଚାହିଁଥାଏ। ସମସ୍ତେ ଚାହିଁଥାନ୍ତି ସୁସ୍ଥ ରୁହନ୍ତୁ ଖୁସି ରୁହନ୍ତୁ। କିନ୍ତୁ କଣ ଆପଣଙ୍କୁ ଜଣା ଅଛି ଏମିତି ଜିନିଷ ଯାହା ଜଣା ଅଜଣାତରେ ଆମେ ପ୍ରକାଶିତ କରିଦେଇଥାଉ ଆଉ ସମସ୍ୟାରେ ପଡି ଯାଇଥାଉ ତ ଘରେ ଏମିତି କେଉଁ ୪ ଟି ବସ୍ତୁ ଅଛି କିମ୍ବା ୪ ଟି ଜିନିଷ ଅଛି କିମ୍ବା ଆପଣଙ୍କ ଘରର ଏମିତି କେଉଁ ୪ ଟି ପଦାର୍ଥ ଅଛି ଯାହାକୁ ଆପଣ କେବେବି ସମସ୍ତ ସାମ୍ନାରେ ପ୍ରକାଶିତ କରିବା ଉଚିତ ନୁହେଁ। ଏମିତି କରିବେନି ଯେମିତି ଯିବା ଆସିବା ଲୋକ ସେହି ଜିନିଷକୁ ଦେଖିବେ ଆଉ ଆପଣ ସମସ୍ୟାରେ ପଡିଯିବେ। ଘରର ମହିଳାଙ୍କୁ ସର୍ବଦା ପରଦା ଭିତରେ ରଖନ୍ତୁ। କାରଣ ଘରର ମହିଳା ମାନେ ଲକ୍ଷ୍ମୀ ଅଟନ୍ତି। ଆପଣଙ୍କ ମାନ ସମ୍ମାନ ଆପଣଙ୍କ ମଥା ଉଚ୍ଚ ଯେ ଅଛି ତାହା ମହିଳାଙ୍କ ଯୋଗୁ। ଏହି କଥା ସର୍ବଦା ମାନି ଚାଲନ୍ତୁ। ତ ମହିଳା ମାନଙ୍କୁ ବହୁତ ଅଧିକ ସମ୍ଭାଳି କରି ରହିବା ଉଚିତ। କାରଣ ଏ ଦୁନିଆ ଏତେ ବି ସରଳ ନୁହେଁ। ଆଉ ମହିଳାମାନେ ହୃଦୟରୁ ନରମ ହୋଇଥାନ୍ତି। ଏଥିପାଇଁ ଘରର ମହିଳାଙ୍କୁ ଘରେ ରହିବା ଦରକାର।

ତାୱା-  ଏହାକୁ କେବେବି ଓଲଟା ରଖିବେ ନାହିଁ କି ଟାଙ୍ଗି କରି ରଖିବେନି କି ଡେରି କରି ରଖିବେନି ସିଧା ଭଲ ଭାବରେ ରଖିବେ। ଲୁଚେଇ କରି ରଖିବେ। ଯଦି ଆପଣ ଏହାକୁ ଖୋଲା ରଖୁଛନ୍ତି ତ ରାହୁ ଏକ୍ଟିଭ ହୋଇଯିବ ଆଉ ଜୀବନରେ ହଠାତ ସମସ୍ୟା ଆସିବ କିମ୍ବା ଉଥାନ-ପତନ ଲାଗି ରହିବ।

ଟଙ୍କା-  ଆପଣ କେବେବି କାହାରିକୁ କହିବେ ନାହିଁ ଆପଣ ଭଲ କମଉ ଛନ୍ତି। ଆପଣଙ୍କର ଇନକମ କରିବାର ତରିକା କେମିତି। ଆପଣ ଟଙ୍କାର କଣ କରିବେ। ଆପଣ କେଉଁ ପ୍ରପଟି ନେଉଛନ୍ତି ଏହି ଜିନିଷକୁ ଆପଣ କେବେବି କାହାରିକୁ କହିବେ ନାହିଁ କି କେବେବି ନିଜର ଧନକୁ ପ୍ରକାଶିତ କରିବେ ନାହିଁ। ନଚେତ ପୁରା ଦୁନିଆ ଆପଣଙ୍କ ପଛରେ ପଡିଯିବ। ଆଉ ଏହା ସହିତ ମା ଲକ୍ଷ୍ମୀ ବି ଚାଲିଯିବେ। କାରଣ ଲୁଚେଇ ରଖିବା ଧନ ବୃଦ୍ଧି ହୋଇଥାଏ। ଘରର ମହିଳାଙ୍କୁ ସର୍ବଦା ପରଦା ଭିତରେ ରଖନ୍ତୁ। କାରଣ ଘରର ମହିଳା ମାନେ ଲକ୍ଷ୍ମୀ ଅଟନ୍ତି। ଆପଣଙ୍କ ମାନ ସମ୍ମାନ ଆପଣଙ୍କ ମଥା ଉଚ୍ଚ ଯେ ଅଛି ତାହା ମହିଳାଙ୍କ ଯୋଗୁ। ଏହି କଥା ସର୍ବଦା ମାନି ଚାଲନ୍ତୁ। ତ ମହିଳା ମାନଙ୍କୁ ବହୁତ ଅଧିକ ସମ୍ଭାଳି କରି ରହିବା ଉଚିତ। କାରଣ ଏ ଦୁନିଆ ଏତେ ବି ସରଳ ନୁହେଁ। ଆଉ ମହିଳାମାନେ ହୃଦୟରୁ ନରମ ହୋଇଥାନ୍ତି। ଏଥିପାଇଁ ଘରର ମହିଳାଙ୍କୁ ଘରେ ରହିବା ଦରକାର।

 

 

Spread the love