ଟୀକା ନନେଲେ ଦରମା ବନ୍ଦ!

କଟକ,୫/୨: କଟକ ଜିଲ୍ଲାପାଳଙ୍କ ଅଜବ ନିୟମ। ଟୀକା ନନେଲେ ଦରମା ବନ୍ଦ। ରାଜ୍ୟରେ କୋଭିଡ ଟୀକାକରଣ   କ୍ଷେତ୍ରରେ କଟକ ଜିଲ୍ଲା ପଛରେ ଥିବାରୁ ଏହା ଲଜ୍ଜାଜନକ ସ୍ଥିତି ସୃଷ୍ଟି କରୁଛି। ୧୦ ଫେବୃଆରୀ ସୁଦ୍ଧା ଟୀକା ନନେଲେ  କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ଦେଶରେ ଟୀକାକରଣ ସ୍ବେଚ୍ଛାକୃତ ହୋଇଥିବା ବେଳେ କେଉଁ ଆଧାରରେ କଟକ ଜିଲ୍ଲାପାଳ ବାଧ୍ୟତାମୂଳକ କରାଇଲେ  ସେନେଇ ପ୍ରଶ୍ନ ଉଠିଛି।

Spread the love