ନୂତନବର୍ଷ ସମ୍ଭାବନାର ବର୍ଷ ହେଉ

ପ୍ରଶନ୍ନ କୁମାର ମହାନ୍ତି :(ବରିଷ୍ଠ ସାମ୍ବାଦିକ ), ନୂତନବର୍ଷ ଓଡିଶାର ଲୋକଙ୍କ ପାଇଁ ସମ୍ଭାବନାର ବର୍ଷ ହେଉ । ଏବର୍ଷ ସାମ୍ବାଦିକଙ୍କ ପାଇଁ ନୂଆ ଆଶା ସୃଷ୍ଟି କରୁ । ଜନସାଧାରଣ ଆଗାମୀ ନିର୍ବାଚନରେ ସଚୋଟ ଲୋକଙ୍କୁ ପ୍ରତିନିଧି ଭାବେ ବାଛନ୍ତୁ ଏହାହିଁ କାମନା । 

Spread the love