ପାଗଳ ମାଙ୍କଡ ଆତଙ୍କ, ୧୫ରୁ ଅଧିକ ଆହତ

ଯାଜପୁର ଟାଉନ: ପାଗଳ ମାଙ୍କଡ ଆତଙ୍କ ।  ମାଙ୍କଡ଼ କାମୁଡ଼ାରେ ୧୫ରୁ ଅଧିକ ଆହତ ।  ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଆଉଁରି ପଞ୍ଚାୟତରେ ୧୫ଦିନ ହେବ ପାଗଳ ମାଙ୍କଡ ଆତଙ୍କ ଦେଖିବାକୁ ମିଳିଛି ।  ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ପଞ୍ଚାୟତବାସୀ । ପଞ୍ଚାୟତର ୧୫ ଜଣ ବ୍ୟକ୍ତିଙ୍କୁ ମାଙ୍କଡ଼ କାମୁଡି କ୍ଷତାକ୍ତ କରିଥିବା ବେଳେ ସେଥିମଧ୍ୟ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ମାଙ୍କଡ଼କୁ କାବୁ କରିବା ପାଇଁ ଉଦ୍ୟମ କରାଯିବ ବୋଲି ବିଡିଓ କହିଛନ୍ତି ।

Spread the love