ପ୍ରବଳ ଜାଡରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା ।  ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା ।  ଦୁଇ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ପରିବତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରାଯାଇଛି ।  ଘନ କୁହୁଡି ପାଇଁ୧୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।  ଏପଟେ ମୟୂରଭଞ୍ଜ ଓ କନ୍ଧମାଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି ।  ହିମାଳୟରୁ ଆସୁଥିବା ହେମାଳ ପବନ, ନିର୍ମଳ ଆକାଶ, କୁହୁଡ଼ି ପାଇଁ ଜାଡ ବଢୁଛି ।

Spread the love