News ରାଜ୍ୟ ବଡମାଲ ଗୋଳାବାରୁଦ କାରଖାନା ରେ ବିସ୍ଫୋରଣ January 7, 2023 Satya Blast at Badmal Ammunition Factory, state ସଇଁନ୍ତଲା:ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଳକ ବଡମାଲ ଗୋଳାବାରୁଦ କାରଖାନା ରେ ବିସ୍ଫୋରଣ । ଏକ ବଡ ଧରଣ ର ଦୁର୍ଘଟଣା ରୁ ବର୍ତ୍ତିଲେ କାରଖାନା କର୍ମଚାରୀ। ବିସ୍ଫୋରଣରେ ରିମୋଟ୍ ମେସିନ୍ ନଷ୍ଟ ହୋଇଥିବା ବେଳେ ଏଥିରେ କୌଣସି କର୍ମଚାରୀ ଆହତ ହୋଇନାହାନ୍ତି l Post Views: 729 Spread the love