ବଡ଼ଦିନରୁ ଆହୁରି ବଢ଼ିବ ଶୀତ, ଘରୁ ବାହାରିବା ହେବ ମୁସ୍କିଲ

ସୁବର୍ଣ୍ଣପୁର: ବଡ଼ଦିନରୁ ଆହୁରି ବଢ଼ିବ ଶୀତ। ସାରା ରାଜ୍ୟରେ ଘନ କୁହୁଡି ସାଙ୍ଗକୁ ଶୀତ ।  ଘନ କୁହୁଡ଼ି ସାଙ୍ଗକୁ ଶୀତରେ ଥରୁଛି ସୁବର୍ଣ୍ଣପୁର। ରାସ୍ତାଘାଟ ଶୂନଶାନ ।  ଶୀତ ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।  ଦିନ ତମାମ ଶୀତ ଓ ଜାଡ ରହୁଥିବାରୁ ଲୋକେ ଘରୁ ବହାରିବା ସମୟରେ ସାଲ,ସିଉଟର,ମଫୁଲର ଓ ଗ୍ଲୋବ ପିନ୍ଧି ବାହାରୁଛନ୍ତି । ସେହପିରି ଜାଡ ରହୁଥିବାରୁ ଦିନ ତମାମ ଶୀତବସ୍ତ୍ର ପିନ୍ଧି ରହିବାକୁ ପଡୁଛି। ଶ୍ରମଜୀବିମାନେ ମଧ୍ୟ ଶୀତ ପାଇଁ ସକାଳୁ ସକାଳୁ କାମକୁ ଯାଇପାରୁନାହଁନ୍ତି ।

Spread the love