ବଡ଼ ଖବର: ବନ୍ଦହେଲା ପୁରୀ ଶ୍ରୀମନ୍ଦିର

ପୁଣି  ବନ୍ଦ ହେଲା ଶ୍ରୀମନ୍ଦିର। ଭଗବାନ-ଭକ୍ତଙ୍କ ବନ୍ଧନରେ ବାଧକ ସାଜିଲା ଭୂତାଣୁ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମେ‘ ୧୫ ଯାଏ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

Spread the love