ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କରୋନା ସଂକ୍ରମିତ, ଟୁଇଟ କରି ସୂଚନା

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଲେଖିଛନ୍ତି ଯେ, କୋଭିଡ ୧୯ ଟେଷ୍ଟ କରାଇବା ପରେ ମୁଁ ପଜିଟିଭ ଚିହ୍ନଟ ହୋଇଛି। ମୋ ଯୋଗାଯୋଗରେ ଆସିଥିବା ବ୍ୟକ୍ତିମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ।

Spread the love