ବ୍ରହ୍ମପୁର ଆଇଜନୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, କୋର୍ଟରେ ହାଜର ହେଲେ ୧୪ ଅଭିଯୁକ୍ତ

ବ୍ରହ୍ମପୁର : ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । କୋର୍ଟରେ ହାଜର ହେଲେ ବିକ୍ରମ ପଣ୍ଡା ଓ ଅନ୍ୟ ୧୪ ଅଭିଯୁକ୍ତ । ଶୁଣାଣି ଥିବାରୁ ଜିଲ୍ଲା କୋର୍ଟରେ ହାଜର ହେଲେ । ଜିଲ୍ଲା କୋର୍ଟ ପରିସରରେ ବ୍ୟାପକ ପୋଲିସ ମୁତୟନ । ଅସୁସ୍ଥ ଯୋଗୁ ମଦନ ଦଳାଇ ଆସିନଥିଲେ । ଆସନ୍ତା ୬ତାରିଖରେ ହାଜର ହେବେ ସମସ୍ତେ। ଏହି ହତ୍ୟା ମାମଲା ଗତ ୧୯ ତାରିଖରେ SDJM କୋର୍ଟରୁ ଜିଲ୍ଲା ଦୌରାଜଜ କୋର୍ଟକୁ ଯାଇଥିଲା । କୋର୍ଟ ପ୍ରକ୍ରିୟାରେ ସମସ୍ତ ଅଭିଯୁକ୍ତ ଜେଲରେ ଥାଇ VC ଯୋଗେ ଯୋଡି ହୋଇଥିଲେ ।

Spread the love