ଭୋଳା ଶଙ୍କରଙ୍କ କୃପାରୁ ଆଜିଠାରୁ ଚମକିବ ଏହି ୫ଟି ରାଶିର ଭାଗ୍ୟ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବ ପୋର୍ଟାଲ ରେ ସ୍ୱାଗତ ବନ୍ଧୁଗଣ,ଭଗବାନ ଶିବଙ୍କ କୃପାରୁ ଆଜିଠାରୁ 5 ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ଏହି ସବୁ ରାସୀମାନେ ତାଙ୍କ ଜୀବନର ସମସ୍ତ ଖୁସି ପାଇବାକୁ ଯାଉଛନ୍ତି। ବ୍ୟବସାୟରେ ବିଦ୍ୟା କ୍ଷେତ୍ରରେ ଏମାନେ ପ୍ରବଳରୁ ଅତି ପ୍ରବଳ ଉନ୍ନତି କରିବେ।ଭଗବାନ ଶିବ ଅତ୍ୟନ୍ତ ଦୟାଳୁ ଅଟନ୍ତି। ଭଗବାନ ଶିବ ନିଜ ଭକ୍ତ ମାନଙ୍କ ଦୁଃଖ ସହ୍ୟ କରିପାରନ୍ତି ନାହିଁ। ଭଗବାନ ଶିବଙ୍କ କୃପା ଦୃଷ୍ଟି ବ୍ୟକ୍ତିଙ୍କ ସାଥିରେ ରହିଲେ ବ୍ୟକ୍ତି ଖୁବ ଉନ୍ନତି କରିଥାନ୍ତି।

ମେଷ ରାଶି – ଏକାଧିକ କାମ ହାତକୁ ନେଇଥିବା ଯୋଗୁଁ ମାନସିକ ସ୍ତରରେ ବିଚଳିତ ହୋଇପାରନ୍ତି । ଇଣ୍ଟରନେଟ ଜରିଆରେ କୌଣସି କମ୍ପାନୀରେ ଚାକିରି ମିଳିବାର ଖବର ପାଇବେ । ଅଫିସ ସହକର୍ମୀଙ୍କ ସହ ମିଳିମିଶି କାର୍ଯ୍ୟ କରିବେ ।କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିରେ ଚାପ କ୍ରମଶଃ ବଢିପାରେ । ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଅଭାବରୁ କୌଣସି କାମ କରିବା ସକାଶେ ମନ ଚାହୁଁଥିଲେ ମଧ୍ୟ କରିପାରିବେ ନାହିଁ । ଦେବାଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ପୂର୍ବରୁ ସ୍ଥଗିତ ଥିବା କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ମନରେ ଆଗ୍ରହ ଆସିବ ।

ବୃଷ ରାଶି – କେତେକ କ୍ଷେତ୍ରରେ ନିଜ ଭୁଲ୍ କାର୍ଯ୍ୟକଳାପ ଯୋଗୁଁ ସମସ୍ୟା ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଯୋଗୁଁ ବିଶେଷ ଅଗ୍ରଗତି ହୋଇପାରିବ ନାହିଁ । ଆର୍ଥିକ ଦିଗରୁ ମଧ୍ୟର ଅଭାବନୀୟ ପରିସ୍ଥିତି ସ୍ତୃଷ୍ଟି ହୋଇପାରେ । ଆବଶ୍ୟକତା ପୂରଣ କରିବା ପାଇଁ ଧାର ଉଧାର କରିବାକୁ ପଡିପାରେ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ତେଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ ।

କନ୍ୟା ରାଶି -ବ୍ୟବସାୟରେ ସ୍ଥିତି ଭଲ ରହିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବା ସଙ୍ଗେ ସଙ୍ଗେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଜଣେ ସହକର୍ମୀ କଳହ ସୃଷ୍ଟି କରିପାରନ୍ତି । ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିଡଚିଦା ହୋଇ ଅପଦସ୍ଥ ହୋଇପାରନ୍ତି । ଜଣେ ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପାରିବାରିକ ସଦସ୍ୟଙ୍କ ସହଯୋଗ ପାଇବା ଫଳରେ କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହେବେ ।

ଧନୁ ରାଶି – ଆର୍ଥିକ ଦିଗରୁ କୌଣସି ଅଭାବ ଅସୁବିଧା ହେବ ନାହିଁ । କେତେକ ଅପୂରଣୀୟ ଆଶା ମାନସିକ ସ୍ତରକୁ ନିରୁତ୍ସାହିତ କରିବ । ରାଜନୀତିରେ, ସାଙ୍ଗଠନିକ କାର୍ଯ୍ୟରେ, ସଭା ସମିତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କାର୍ଯ୍ୟବ୍ୟସ୍ତ ଯୋଗୁଁ ଖାଦ୍ୟପେୟ ଠିକ୍ ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ମୌନତା ରହିବା, କ୍ଷତି ସାବ୍ୟସ୍ତ ହୋଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ ସହ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ବ୍ୟବସାୟ ବାଣିଜ୍ୟର ପ୍ରଗତି ଉପଯୁକ୍ତ ପଦକ୍ଷେପ ନେବେ ।

କୁମ୍ଭ ରାଶି – ଆନୁଷ୍ଥାନିକ କାର୍ଯ୍ୟ, ପ୍ରଶାସନ କ୍ଷେତ୍ରରେ କେତେକ ବ୍ୟତିକ୍ରମ ସକାଶେ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ଅଫିସରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘର ପାଇଁ ସମୟ ପାଇବେ ନାହିଁ । ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରାଧାନ୍ୟତା ବଜାୟ ରହିବ । ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସି ଦୁଶ୍ଚିନ୍ତା ବଢ଼ାଇପାରେ । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ

Spread the love