ମାର୍ଗଶିର ମାସରେ ଏହି ୫ ଟି କଥା ସର୍ବଦା ମନେ ରଖନ୍ତୁ

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ଆପଣମାନେ ଜାଣିଥିବେ ମାର୍ଗଶିର ମାସ ଆରମ୍ଭ ହୋଇ ସାରିଛି ଏହି ମାସକୁ ପବିତ୍ର ମାସ ମନାଯାଇଥାଏ।ଏହି ମାସରେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ନିଶ୍ଚିତ ଭାବରେ ଆସିଥାନ୍ତି ଏବଂ ଆପଣଙ୍କ ଉପରେ ଧନର ବର୍ଷା କରାଇଥାନ୍ତି। ମାତ୍ର ଗୋଟେ ଗୋଟେ ଭୁଲ ଭଗବାନଙ୍କୁ ଆପଣଙ୍କ ଘରକୁ ଆସିବାରୁ ରୋକି ଥାଏ।ଏହା ଫଳରେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସି ପାରନ୍ତି ନାହିଁ।ଦିନ ସାରା କାମ କରିବା ପରେ ଆମେ ଯେତେବେଳେ ରାତ୍ରିରେ ଶୋଇବାକୁ ଯାଇଥାଉ ଯାହା ଆମ ପାଇଁ ଅତ୍ୟନ୍ତ ସୁଖ ଦାୟକ ହୋଇଥାଏ।ଆପଣ କଣ ଜାଣିଛନ୍ତି ଶୋଇବା ସେଜକୁ ବଙ୍କା କରି ପାରିବା ବା ବିଛାଇବା ଦ୍ୱାରା ଆପଣଙ୍କ ଉପରେ ନକରତ୍ମକ ଶକ୍ତିର ପ୍ରଭାବ ପଡିଥାଏ। ସେହି ଖରାପ ପ୍ରଭାବ ପାଇଁ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।କୁହାଯାଇଛି ଯେ ବାପା ମାଆଙ୍କ ସେବା ଏବଂ ଗୋସେବା ଠାରୁ କୌଣସି ବଡ଼ ସେବା ନାହିଁ।ଯେଉଁ ବ୍ୟକ୍ତି ମାନେ ବାପା ମାଆଙ୍କ ଉପରେ ଅତ୍ୟାଚାର କରିଥାନ୍ତି ଏବଂ ତାଙ୍କ ମନରେ ଦୁଃଖ ଦେଇଥାନ୍ତି ସେମାନେ ଭଲ ଭାବରେ ଜୀବନ ଯାପନ କରି ପାରନ୍ତି ନାହିଁ। ଆପଣ ଯଦି ପାରୁଛନ୍ତି ତେବେ ଆପଣଙ୍କ ଆଖ ପାଖରେ ଥିବା ଗାଈ ମାନଙ୍କୁ ରୁଟି ଖୁଆନ୍ତୁ।

ଏହାପରେ ଦେଖିବେ ଆପଣଙ୍କ ଜୀବନର ସମସ୍ତ ସଙ୍କଟ ଟଳିବାକୁ ଆରମ୍ଭ ହେବ।ଯେଉଁ ବ୍ୟକ୍ତି ମାନେ ଉଲଗ୍ନ ହୋଇ ଶୋଇଥାନ୍ତି ତାଙ୍କ ଉପରେ ପ୍ରଭୁ ଭୋଳା ଶଙ୍କର ରାଗି ଯାଇଥାନ୍ତି ଏଥିପାଇଁ ଶୋଇବା ବେଳେ କଦାପି ଉଲଗ୍ନ ହୋଇ ଶୁଅନ୍ତୁ ନାହିଁ। ନଚେତ ଆପଣଙ୍କୁ ଭୋଳା ଶଙ୍କରଙ୍କ ରାଗର ସାମ୍ନା କରିବାକୁ ପଡିବ।ଏହି କଥା ଆପଣଙ୍କୁ ଜାଣିବା ଅଵଶ୍ୟକ ଯେ ଅମାବାସ୍ୟା ବା ସଂକ୍ରାନ୍ତି ଦିନ ବିଲରେ ହଳ ବୁଲାନ୍ତୁ ନାହିଁ କିମ୍ବା ହଣା ହଣୀ କରନ୍ତୁ ନାହିଁ।ଏହି ଦିନ ମାନଙ୍କରେ ଘରକୁ ତେଲ ଆଣନ୍ତୁ ନାହିଁ।ଗୁରୁବାର ଦିନ ମାନଙ୍କରେ ତରଭୁଜ କାଟନ୍ତୁ ନାହିଁ।

ଏହା କରିବା ଦ୍ୱାରା ଘରୁ ମାତା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି।ଯେଉଁ ବ୍ୟକ୍ତି ମାନେ ଖାଇବା ଆଗରୁ ହାତ ଗୋଡ଼ ଧୋଇ ନଥାନ୍ତି ତାହା ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ।ଅର୍ଣ୍ଣକୁ ଆମେ ମାତା ଲକ୍ଷ୍ମୀ ଭାବିଥାଉ ଯେତେବେଳେ ଆମେ ମନ୍ଦିର ଯାଇଥାଉ ହାତ ଏବଂ ଗୋଡ଼ ଧୋଇ ଥାଉ ଏଥିପାଇଁ ଖାଇବା ପୂର୍ବରୁ ମଧ୍ୟ ହାତ ଏବଂ ଗୋଡ଼ ଧୋଇବା ଉଚିତ।ଗୁରୁବାର, ଅମାବାସ୍ୟା ଏବଂ ସଂକ୍ରାନ୍ତି ଦିନ ମାନଙ୍କରେ ସକାଳୁ ବା ଭୋରୁ ଯେଉଁମାନେ ଶାରୀରିକ ସମ୍ପର୍କ ରଖିଥାନ୍ତି ସେମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ।

Spread the love