ମୋ ମନରେ କୋହ ନାହିଁ, ନୈତିକତାକୁ ଜଳାଞ୍ଜଳି ଦେବି ନାହିଁ: ବସନ୍ତ ପଣ୍ଡା

ଭୁବନେଶ୍ବର: ବି‌ଜେପିରେ ଜୟ ଢୋଲକିଆ ଯୋଗ ଦେଇଛନ୍ତି। ଏନେଇ ଦଳର ବରିଷ୍ଠ ନେତା ବସନ୍ତ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଜୟ  ଦଳକୁ ଆସିଛନ୍ତି, ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି।ମୁଁ ଦଳ ପାଇଁ ପ୍ରଚାର କରିବି ମୋ ପୁଅ  ଅଭିନ୍ଦନ ପଣ୍ଡା ମଧ୍ୟ ଦଳରେ କୌଣସି ପଦ ପଦବୀ ଆଶାରେ କାମ କରୁନାହିଁ। ମାଟିର ସେବା ପାଇଁ ରାଜନୀତିକୁ ଆସିଛି। ମୁଁ ଲଢିଛି,ମରିବା ପର୍ଯ୍ୟନ୍ତ ଲଢୁଥିବି ବୋଲି ବସନ୍ତ ପଣ୍ଡା କହିଛନ୍ତି।

Spread the love