ରାଜଧାନୀର ବସ୍ତିବାସିନ୍ଦା ହୃଦୟରେ ସ୍ଥାନ ପାଇଲେ ମୀନକେତନ

ଭୁବନେଶ୍ୱର  : ପେସା ଓ ନିଶା ତାଙ୍କର ଲୋକଙ୍କର ସେବା.. ଅନେକ ନିଜର ସମୟ ଲୋକ ମଧରେ ବିତାଇବାକୁ ସେ ଇଛା ପ୍ରକାଶ କରିଥାନ୍ତି। ଯେମିତି ପରିବାର ପ୍ରତି ସ୍ନେହ ଅଛି ସେହିପରି ଲୋକ ପ୍ରତି ବ୍ୟବହାର କରିଆସୁଛନ୍ତି। ସେ କିଏ ନୁହେଁ ଆପଣଙ୍କ ହୁଦ୍ରୁୟରେ ସ୍ଥାନ ପାଇଥିବା ଭୁବନେଶ୍ୱର ମଧ୍ୟରେ ଅସ୍ଥାୟୀ ପ୍ରାର୍ଥୀ ଶ୍ରୀଯୁକ୍ତ ମୀନକେତନ ଜେନା ହେଉଛନ୍ତି। ଶ୍ରୀଯୁକ୍ତ ଜେନା ତାଙ୍କର ଜୀବନ କାଳରେ ବହୁ ବେକାରୀ ଯୁବକ ଯୁବତୀ ଙ୍କୁ ନନା ପ୍ରକାର ରୋଜଗାର ଦେଇଆସିଛନ୍ତି। ଶ୍ରୀଯୁକ୍ତ ଜେନା କୁହନ୍ତି କି ଜଣେ ପେଟ ଭୋଗ ମିତାଇଲେ ଭଗବାନ ନିଜକୁ ଶାନ୍ତି ରେ ରଖିବେ। ରାଜନୀତି ନିଶା ନୁହେଁ ସମାଜସେବା କରିବା ତାଙ୍କର ପ୍ରଥମ ନିଷ୍ପତ୍ତି ହୋଇଥାଏ, ତାଙ୍କର ଦୃଢ ବିଶ୍ୱାସ ଅଛି କି ବିଜେଡି ଯଦିଓ ଉଚିତ ମନେ କରିଥାଏ। ଆଜି ନୁହେଁ 2019 ମସିହା ଠାରୁ ବିଜେଡି ଦଳ ଓ ଆମର ସାଡେ ଚାରି କୋଟି ଜନତାଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆର୍ଦ୍ରଶ ମାନି ଚଲା ବାଟରେ ଚାଲୁଚି।  ଯଦିଓ ମୁଖ୍ୟମନ୍ତ୍ରୀ ଆର୍ଶୀବାଦ ମୋର ପ୍ରତି ହୋଇଥିଲେ ମୁଁ ଜନସାଧାରଣ ପ୍ରତି ଜୀବନ ଶେଷ ପ୍ରାର୍ଯ୍ୟନ୍ତ କାମ କରିଆସୁଥିବି।

Spread the love