ରାତି ୩ ଟା ରେ ଯଦି ଭାଙ୍ଗି ଯାଉଛି ଆପଣଙ୍କ ନିଦ, ତେବେ ହେଇ ଯାଆନ୍ତୁ ସାବଧାନ, ଜାଣନ୍ତୁ ଏହା ପଛର ରହସ୍ୟ

ବନ୍ଧୁଗଣ ଯଦି ଆପଣଙ୍କ ଆଖି ମଧ୍ୟ ରାତି ତିନିଟା ଆଖପାଖରେ ଖୋଲି ଯାଉଛି ତେବେ ଏହି ଖବର ଶୁଣି ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏହି ଦୁନିଆ ରହସ୍ୟମୟ କଥାରେ ପରିପୂର୍ଣ୍ଣ ଅଟେ । ଆମେ ଆଜି ଆପଣଙ୍କୁ କହିବୁ ରାତି ତିନିଟା ସମୟ ଅଶୁଭ ବୋଲି କାହିଁକି ମାନାଯାଏ । କଣ ପାଇଁ ଏହି ସମୟରେ ଆଖି ଖୋଲିଲେ ନକରାତ୍ମକ ଊର୍ଜା ଅନୁଭବ ହୋଇଥାଏ । ଯଦି ଆପଣଙ୍କ ନିଦ ରାତ୍ରି ଗୋଟାଏରୁ ତିନିଟା ସମୟ ମଧ୍ୟରେ ଅଚାନକ ଭାଙ୍ଗି ଯାଉଛି ବା ଆପଣ ଏହି ସମୟରେ ଉଠୁଛନ୍ତି ତେବେ ସମ୍ଭତଃ କୌଣସି ବିଷୟ ଆପଣଙ୍କୁ ଭାବନାତ୍ମକ ଭାବେ ବ୍ୟତିବ୍ୟସ୍ତ କରୁଥାଇ ପାରେ ।

ଏହା ଦ୍ଵାରା ଆପଣଙ୍କ ଶରୀରରେ ଉତ୍ପନ ହେଉଥିବା ସକାରାତ୍ମକ ଊର୍ଜା ଏଥିପାଇଁ ପ୍ରଭାବିତ ହୋଇପାରେ । ଏଥି ସକାଶୁ ଆଜି ଆମେ ଆପଣଙ୍କୁ ଜଣାଇବୁ ରାତି ତିନିଟା ସମୟରେ ଉଠିବାକୁ କାହିଁକି ଅଶୁଭ ବୋଲି କୁହାଯାଇ ଥାଏ । ଅଧ ରାତିରେ କୌଣସି ଦେବୀ ଦେବତାଙ୍କ ପୂଜା କରାଯାଇ ନ ଥାଏ କି କୌଣସି ମନ୍ଦିରର ଦ୍ଵାର ଖୋଲା ନ ଥାଏ ଓ ଚାରିଆଡେ ନିଶବ୍ଦ ଥାଏ । ଏହି ସମୟରେ ସୂର୍ଯ୍ୟ ନ ଥିବାରୁ ନକରାତ୍ମକ ଶକ୍ତି ସମୂହ ବହୁତ ଶକ୍ତିଶାଳୀ ହୋଇଥାନ୍ତି ।

ରାତି ତିନିଟା ସମୟରେ ନକରାତ୍ମକ ଶକ୍ତି ମାନେ ଶହେ ଗୁଣ ଅଧିକ ଶକ୍ତିଶାଳୀ ହୋଇଯାନ୍ତି ଓ ତା-ନ୍ତ୍ରି-କ ମାନେ ମଧ୍ୟ ସିଦ୍ଧି ଲାଭ କରିବା ପାଇଁ ଏହି ସମୟରେ ଅନେକ ପ୍ରକାରର ସାଧନା କରିଥାନ୍ତି । ବଳି ଚଢାଇବା ଓ କେତେକ ଗୁପ୍ତ ସାଧନା ସବୁ ସେମାନେ କରିଥାନ୍ତି । ତ-ନ୍ତ୍ର ବିଦ୍ୟା ଅନୁସାରେ ରାତ୍ରି ତିନିଟା ସମୟରେ ଚଢା ଯାଉଥିବା ବଳି ସବୁଠୁ ଅଧିକ ସଫଳ ହୋଇଥାଏ । ସେଥିପାଇଁ ତା-ନ୍ତ୍ରି-କ ମାନଙ୍କ ପାଇଁ ଏହି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ଏହି ସମସ୍ତ ବିଷୟକୁ ଧ୍ୟାନରେ ରଖି ବିଶ୍ଵାସ କରାଯାଏ ଯେ ଏହି ସମୟରେ ସବଥୁ ଅଧିକ ଶୈ-ତା-ନି ଶକ୍ତି ବ୍ରହ୍ମାଣ୍ଡରେ ବୁଲନ୍ତି । ସେଥିପାଇଁ ତା-ନ୍ତ୍ରି-କ ବିଦ୍ୟା ପାଇଁ ଏହି ସମୟ ଶୁଭ ବୋଲି ମାନାଯାଏ । ମାତ୍ର ଆପଣଙ୍କ ପାଇଁ ଏହି ସମୟ ସବୁଠୁ ଅଧିକ ଭୟଙ୍କର ଅଟେ । ଫିଲ୍ମ ଗୁଡିକରେ ମଧ୍ୟ ରାତି ତିନିଟାରେ ଯାଇ ଘଣ୍ଟା କଣ୍ଟା ଅଟକି ଯାଏ ଓ ତାପରେ ହିଁ ଭୟଙ୍କର ଘ-ଟ-ଣା ଘ-ଟି-ଥା-ଏ ବୋଲି ଦେଖାଇଥାନ୍ତି । ସେଥିପାଇଁ ସଂଖ୍ୟା ତିନିକୁ ମଧ୍ୟ ଅଶୁଭ ବୋଲି ମାନାଯାଏ ।

ଏହି ସମୟକୁ ନେଇ କେତେକ ଜରୁରୀ ସୂଚନା:-

କେବେ ମଧ୍ୟ ରାତିରେ ଶୋଇବା ସମୟରେ ଭୁ-ତ ପ୍ରେ-ତା-ତ୍ମା-ଙ୍କ ବିଷୟରେ କଥାବାର୍ତ୍ତା ହୁଅନ୍ତୁ ନାହିଁ । ଏହି ସମୟରେ ଯଦି କେବେ ଉଠୁଛନ୍ତି ଓ ବାହାରକୁ ଯାଉଛନ୍ତି ତେବେ ମ-ସା-ଣି ସ୍ଥାନରୁ ଦୂରେଇକି ଯାଅନ୍ତୁ । ଯେଉଁଠି କାହାର ବ-ଳି ଦିଆଯାଏ ଏପରି ସ୍ଥାନକୁ ଯାଆନ୍ତୁ ନାହିଁ । ଯେଉଁଠାରେ ଭୁ-ତ ପ୍ରେ-ତ ଭଗାଇ ଦିଆଯାଉଛି ବୋଲି କୁହାଯାଏ ଏପରି ସ୍ଥାନକୁ ମଧ୍ୟ ଯାଆନ୍ତୁ ନାହିଁ । ନଦୀ, ପୋଖରୀ ଓ ରାସ୍ତା ପାରି ହେବାକୁ ପଡୁଥିଲେ କିମ୍ବା କୌଣସି ଜଙ୍ଗଲ ଦେଇ ପାରି ହେବାକୁ ପଡୁଥିଲେ କି ଅବା ରାତି ତିନିଟାରେ ଅଚାନକ ନିଦ ଭାଙ୍ଗିଗଲେ ଏହି ସମୟରେ ନିଜ କାର୍ଯ୍ୟ କରି ଭଗବାନଙ୍କୁ ନିଶ୍ଚୟ ସ୍ମରଣ କରନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ ।

Spread the love