ସକାଳୁ ଉଠିବା ମାତ୍ରେ ମହିଳାଙ୍କ ଏହି ଅଙ୍ଗ ଛୁଇଁବା ମାତ୍ରେ ହୋଇଥାଏ ଧନର ବର୍ଷା, ପୁରୁଷମାନେ ଜଲ୍ଦି ଦେଖନ୍ତୁ

ଆଜି ଆମ୍ଭେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ମଧ୍ୟରୁ କହିବାକୁ ଯାଉଅଛୁ ଯେ, ସକାଳୁ ଉଠିବା ମାତ୍ରେ ସ୍ତ୍ରୀ ମାନଙ୍କର କେଉଁ ଅଙ୍ଗଟି ଛୁଇଁବା ଦ୍ଵାରା ଆପଣଙ୍କର ଭାଗ୍ୟ ଚମକି ଉଠିବ ? କିନ୍ତୁ ଏହା ପୂର୍ବରୁ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ସ୍ତ୍ରୀ ମାନଙ୍କ ନିମନ୍ତେ ଅତ୍ୟନ୍ତ ଭ-ୟା-ନ-କ ହୋଇଥାଏ ଏହି ୩ ଟି ଜିନିଷ । ସ୍ତ୍ରୀ ଲୋକ ମାନେ ଏହି ୩ ଟି ଜିନିଷ ଠାରୁ ବଞ୍ଚି ରୁହନ୍ତୁ । ନଚେତ ଏମାନଙ୍କର ସଂପୂର୍ଣ୍ଣ ଘର ବରବାଦ ହୋଇପାରେ । ୧- ଅହଂକାର- ଅହଂକାର ବ୍ୟକ୍ତି ଙ୍କର ସବୁଠାରୁ ବଡ ଶତ୍ରୁ ହୋଇଥାଏ । ଚାଣକ୍ୟ ଙ୍କ ଅନୁଯାୟୀ ଅହଂକାର ବ୍ୟକ୍ତି ର ପରମ ଶତ୍ରୁ ହୋଇଥାଏ । ଅହଂକାର ଦ୍ଵାରା ସ୍ତ୍ରୀ ଠାରୁ କ୍ରମଶ ସୁଖ ସମୃଦ୍ଧି ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ । ସେମାନଙ୍କ ଘରୁ ଲକ୍ଷ୍ମୀ ତଥା ମାତା ଲକ୍ଷ୍ମୀ ଋଷ୍ଠ ହୋଇଯାଇଥାନ୍ତି ।

୨- ଅଜ୍ଞାନତା- ଏହା ସାଧାରଣତ ସ୍ତ୍ରୀ ନିମନ୍ତେ ଉଚିତ ଗୋଇ ନଥାଏ । ଚାଣକ୍ୟ ଅନୁଯାୟୀ ସ୍ତ୍ରୀ କୁ ଜ୍ଞାନବାନ ହେବା ଅତ୍ୟନ୍ତ ଜରୁରୀ ହୋଇଥାଏ । ସମାଜ ନିର୍ମାଣ ରେ ସ୍ତ୍ରୀ ମାନଙ୍କର ଭୂମିକା ସବୁଠାରୁ ଅଧିକ ରହିଥାଏ । ଶିକ୍ଷା ଦ୍ଵାରା ହିଁ ଜଣେ ସ୍ତ୍ରୀ ସମାଜକୁ ଏକ ନୂତନ ଦିଗ ଦେଖାଇଥାଏ । ସେ ଏହି ଗୁଣ ଦ୍ଵାରା ଘରକୁ ସ୍ଵର୍ଗ ବନାଇଥାଏ । ମାତ୍ର ସ୍ତ୍ରୀ ର ଅଜ୍ଞାନତାରେ ସଭ୍ୟ ସମାଜର କଳ୍ପନା କରିବା ଅସମ୍ଭବ ହୋଇଥାଏ ।

୩- ଈ-ର୍ଷା- ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁଯାୟୀ ସ୍ତ୍ରୀ ଙ୍କୁ ଈ-ର୍ଷା ଠାରୁ ଦୂରେଇ ରହିବା ଆବଶ୍ୟକ । ଏହି ଅବଗୁଣ ସ୍ତ୍ରୀ ର ପରିବାରକୁ ନଷ୍ଟ କରିଦେଇଥାଏ । ଚାଣକ୍ୟ ଅନୁଯାୟୀ ଯେବେ ସ୍ତ୍ରୀ ଈ-ର୍ଷା କରିବାକୁ ଲାଗିଥାଏ ତେବେ ସେ ଘରର ସୁଖ ଶାନ୍ତି କୁ ନଷ୍ଟ କରିଦେଇଥାଏ । ଈର୍ଷା କାରଣରୁ ପରିବାରରେ ଅସନ୍ତୁଷ୍ଟତା ଦେଖିବାକୁ ମିଳିଥାଏ । ଆସନ୍ତୁ ବର୍ତ୍ତମାନ ଜାଣିବା ସ୍ତ୍ରୀ ଲୋକ ମାନଙ୍କର କେଉଁ ଗୋଟିଏ ଅଙ୍ଗ ଧରିବା ଦ୍ଵାରା ଭାଗ୍ୟ ବଦଳି ଯାଇଥାଏ ? ହିନ୍ଦୁ ଧର୍ମ ରେ ସ୍ତ୍ରୀ ମାନଙ୍କୁ ଦେବୀ ଙ୍କର ଦରଜା ଦିଆଯାଇଥାଏ । ଦେବୀ ର ଦରଜା ପ୍ରାପ୍ତ ମହିଳା ଙ୍କ ସନ୍ନମାନ ପ୍ରାପ୍ତ ସମାଜ ର ଲୋକଙ୍କ ଦ୍ଵାରା କରାଯାଇଥାଏ । ଏଭଳି କୁହାଯାଇଅଛି ଯେ ଯେଉଁ ବ୍ୟକ୍ତି ସଚ୍ଚା ମନରେ ସ୍ତ୍ରୀ ଲୋକ ମାନଙ୍କର ସନ୍ନମାନ କରିଥାଏ, ସେହି ବ୍ୟକ୍ତି ଙ୍କୁ ନିଜ ଜୀବନରେ କୌଣସି ପରିସ୍ଥିତି ର ସାମ୍ନା କରିବାକୁ ହୋଇ ନଥାଏ ।

ମାନାଯାଇଅଛି ଯେ ସ୍ତ୍ରୀ ଲୋକ ମାନନକର ପାଦ ଛୁଇଁବା ଦ୍ଵାରା ବ୍ୟକ୍ତି ଙ୍କୁ ସାରା ଜୀବନର ପୂଣ୍ୟ ମଧ୍ୟ ମିଳିଯାଇଥାଏ । ଏହା ସହିତ ସେହି ବ୍ୟକ୍ତି କୁ ନିଜ ଜୀବନରେ କାମିୟାବୀ ବହୁତ ସହଜରେ ମିଳିଯାଇଥାଏ । ସାକାଳୁ ସ୍ତ୍ରୀ ଙ୍କ ପାଦ ଛୁଇଁବା ଦ୍ଵାରା ବ୍ୟକ୍ତି ର ଜୀବନରୁ ନିରାଶା ର ଅନ୍ତ ହୋଇଥାଏ । ଏହି କାରଣରୁ ବ୍ୟକ୍ତି ଙ୍କ ମଧ୍ୟରେ ସକରାତ୍ମକ ଊର୍ଜା ର ଆଗମନ ହେବାକୁ ଲାଗିଥାଏ ।

 

Spread the love