ସକାଳେ ହେବା ମାତ୍ରେ ଏହି ଜିନିଷର ଦର୍ଶନ ଆପଣଙ୍କୁ କରିବ କୋଟିପତି

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ସକାଳୁ ଉଠି ଦେଖନ୍ତୁ ଏହି ଜିନିଷ “15” ଦିନରେ ବଦଳି ଯିବ ଆପଣଙ୍କ ଭାଗ୍ୟ। ଆସନ୍ତୁ ଏହି ଜିନିଷ ବିଷୟରେ ଜାଣିବା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସକାଳୁ ଉଠି ଯେଉଁ ବ୍ୟକ୍ତି ଏହିସବୁ ଜିନିଷ କୁ ଦର୍ଶନ କରେ ସେହି ବ୍ୟକ୍ତିଙ୍କ ଜୀବନରେ ସୁଖ ଶାନ୍ତି ଧନ‌ସମ୍ପତ୍ତି ବୁଦ୍ଧି ପାଇଥାଏ। ଯେଉଁ ବ୍ୟକ୍ତି ଏହି ସବୁ ଜିନିଷ କୁ ପ୍ରତିଦିନ ସକାଳୁ ଦର୍ଶନ କରେ ତା ଜୀବନରେ ନକାରାତ୍ମକ ଶକ୍ତି ଦୂର ହୋଇଯାଏ। ଏବଂ ସକାରାତ୍ମକ ଶକ୍ତିର ବୁଦ୍ଧି ହୋଇଥାଏ। ସକାଳୁ ଉଠି ଆପଣ ନକାରାତ୍ମକ ଜିନିଷ ଦେଖନ୍ତି, ତେବେ ଜୀବନ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ଯଦି ଆପଣ ମାନେ ସକାରାତ୍ମକ ଜିନିଷ କୁ ଦେଖନ୍ତି, ତେବେ ଆପଣଙ୍କ ଉପରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ଆପଣ କୈଣସି କାର୍ଯ୍ୟରେ ସଫଳ ହେଉନଥିଵେ, ଆପଣଙ୍କର ଶତ୍ରୁ ସଂଖ୍ୟା ବୃଦ୍ଧି ହେଉଥିବ, ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ସଵୁଜିନିଷ କୁ ସକାଳୁ ଉଠି ଦର୍ଶନ କରନ୍ତୁ।

ଏହି ଜିନିଷ ଗୁଡିକ ମଧ୍ୟରୁ ପ୍ରଥମ ଜିନିଷ ଟି ହେଲା ଆଇନା ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି ପ୍ରଥମେ ଆଇନା ଦେଖିଵା ବହୁତ ଅଶୁଭ ହୋଇଥାଏ। କାରଣ ଏହାର ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡ଼ିଥାଏ, ଏବଂ ବ୍ୟକ୍ତି ଉନ୍ନତ ହେଵା ବଦଳରେ ଅଗ୍ରଗତି ହୋଇଥାନ୍ତି ।

ଦ୍ବିତୀୟ ଜିନିଷ ଟି ହେଲା ଛାଇ ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠି ଛାଇ ଦେଖିବା ଉଚିତ୍ ନୁହେଁ, ଏବଂ ଛାଇ ମଣିଷ ଜୀବନରେ ର୍ଦୃଭାଗ୍ୟ ଆଣିଥାଏ । କାରଣ ଛାଇ ମନୁଷ୍ୟ ଜୀବନରେ ଭୟ,ଭ୍ରମ ଆଣିଥାଏ। ଆପଣଙ୍କର ଆର୍ଥିକ ଅଭାବ ଦେଖାଦିଏ। ଜୀବନରେ କରୁଥିବା ପ୍ରତ୍ୟେକ କାର୍ଯ୍ୟ ଅଟକି ଯିଵ।

ତୃତୀୟ ଜିନିଷ ଟି ହେଉଛି ହାତ ପାପୁଲି, ଆପଣ ସକାଳୁ ଉଠି ନିଜର ହାତ ପାପୁଲି କୁ ଦେଖଵା ଉଚିତ୍ କାରଣ ହାତ ପାପୁଲିର ଅଗ୍ରଭାଗରେ ମା ଲକ୍ଷ୍ମୀ ବାସ କରନ୍ତି। ମଝିରେ ମା ସରସ୍ବତୀ ବାସ କରନ୍ତି ଏବଂ ସମ୍ପନ୍ନ ହାତରେ ଶ୍ରୀ କୃଷ୍ଣଙ୍କ ବାସ ହୋଇଥାଏ। ଏଥିପାଇଁ ଆପଣଙ୍କର ଧନ ସମ୍ପତ୍ତି,ସୁଖ ଶାନ୍ତି ସବୁଦିନ ପାଇଁ ରହିବ। ପ୍ରତ୍ୟେକ ବିଦ୍ୟାର୍ଥୀ ପରୀକ୍ଷା ରେ ଭଲ ନମ୍ବର ରଖିଵା ପାଇଁ ସକାଳୁ ଉଠି ନିଜର ହାତ ପାପୁଲି ଦେଖନ୍ତୁ ।

ଚତୁର୍ଥ ଜିନିଷ ଟି ହେଲ ଗାଈ ସକାଳୁ ଉଠି ଆପଣ ଗାଈକୁ ଦର୍ଶନ କରିବା ଉଚିତ୍। କାରଣ ଏହା ବହୁତ ଶୁଭ ହୋଇଥାଏ। ଯଦି ସକାଳୁ ଗାଈ ଆସି ଆପଣଙ୍କ ଘରେ ଛିଡା‌ ହୁଅନ୍ତି , ତେବେ ତା’କୁ କେବେ ଘୋଡାନ୍ତୁ ନାହିଁ। ଏବଂ ଗାଈ ମାତାକୁ ଖାଇବାକୁ ରୁଟି ଦିଅନ୍ତୁ ଏବଂ ତାଙ୍କ କାନରେ ନିଜର ମନସ୍କାମନା କଥା କୁହନ୍ତୁ। ଆପଣଙ୍କର ଅଟକି ଥିବା କାର୍ଯ୍ୟ ମଧ୍ୟ ପୂରଣ ହେବ, ଆପଣଙ୍କ ଆର୍ଥିକ ଅଭାବରେ ଉନ୍ନତି ଆସିବ।

 

Spread the love