ସତ୍ୟଦ୍ରଷ୍ଟା ପୋଟାଲର ସ୍ନାନଯାତ୍ରାର ଅପଡେଟ୍……

ସ୍ନାନମଣ୍ଡପକୁ ବିଜେ କରୁଛନ୍ତି ମହାପ୍ରଭୁ ଶ୍ରୀ ବଳଭଦ୍ର । ରତ୍ନସିଂହାସନରୁ ଆରମ୍ଭ ହୋଇଛି ପବିତ୍ର ପହଣ୍ଡି ବିଜେ ଯାତ୍ରା, ଯେଉଁଠାରେ ହଳଧର ଧାରୀ, ଜ୍ୟେଷ୍ଠ ଭାଇ, ଜଗତର ଆଦରଣୀୟ ବଡ଼ ଠାକୁର ସ୍ନାନବେଦି ଅଭିମୁଖେ ଶାନ୍ତି ଓ ଭକ୍ତିର ମଧୁର ମାହୋଲରେ ଅଗ୍ରସର ହେଉଛନ୍ତି । ଏହି ଦିବ୍ୟ ଯାତ୍ରାରେ ଭଉଣୀ ସୁଭଦ୍ରା ମଧ୍ୟ ପହଣ୍ଡି ବିଜେ କରି ସ୍ନାନବେଦିକୁ ଗମନ କରୁଛନ୍ତି । ଶ୍ରୀମନ୍ଦିର ପରିସର ଆଜି ଭକ୍ତିର ଉଲ୍ଲାସରେ ଉତ୍ସବମୟ ହୋଇଉଠିଛି । ଦେବତା, ଗନ୍ଧର୍ବ ଓ କିନ୍ନରମାନେ ମଧ୍ୟ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି।

UPDATES..

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଡାକ୍ତର ସମ୍ବିତ ପାତ୍ର ଓ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

 

ରଥଖଳାରେ ଅଘଟଣ! ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ

 

Spread the love

Leave a Reply

Your email address will not be published. Required fields are marked *