ସ୍ୱାମୀ-ସ୍ତ୍ରୀ ଙ୍କ Blood Group ସମାନ ହେଲେ କଣ ହୁଏ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସନ୍ତାନ ପ୍ରାପ୍ତ ହେବା ଏକ ଆଶୀର୍ବାଦ ରୁ କମ ନୁହେଁ । ତେବେ ଆଗରୁ ଆପଣ ମାନେ ଶୁଣିଥିବେ କିମ୍ବା ଦେଖିଥିବେ କି କୁହାଯାଏ କି ସ୍ୱାମୀ ଓ ସ୍ତ୍ରୀ ଙ୍କ ବ୍ଲଡ଼ଗ୍ରୁପ ସମାନ ହେବା ଉଚିତ ନୁହେଁ । ଏହା ଦ୍ୱାରା ଛୁଆ ପେଟ ରେ ରୁହେ ନାହିଁ କିମ୍ବା ଛୁଆ ଜନ୍ମ ହେଲେ ତାର ମାନସିକ ସ୍ତର ଖରାପ ହୁଏ ସେ ସାଧାରଣ ଛୁଆ ଭଳି ହୋଇ ପାରେ ନାହିଁ ।

ତେବେ ଏଥିପାଇଁ ବିବାହ ପୂର୍ବରୁ ମଧ୍ୟ ଘର ଲୋକେ ପୁଅ ଝିଅ ଙ୍କ ର ବ୍ଲଡଗୃପ୍ ଟେଷ୍ଟ କରନ୍ତି । ଯଦି ଦୁହିଁଙ୍କ ବ୍ଲଡଗୃପ୍ ସମାନ ଥାଏ । ତେବେ ଡାକ୍ତର ଙ୍କ ପାଖରୁ ପରାମର୍ଶ ନେଇଥାନ୍ତି । ହେଲେ ଏହା ଭାବିବା ଉଚିତ ନୁହେଁ । ବ୍ଲଡଗୃପ ଦୁଇ ପ୍ରକାରର ଥାଏ ଏ, ବି, ଏବି ଏବଂ ଓ ବ୍ଲଡ଼ ଗ୍ରୁପ । ତେବେ ଦ୍ୱିତୀୟ ରେ ହେଉଛି ଆର ଏଚ ଫ୍ୟାକ୍ଟର । ଯେପରି ଯେଉଁ ମାନଙ୍କ ପାଖରେ ଆରଏଚ ଫ୍ୟାକ୍ଟର ରହିଥାଏ । ସେମାନେ ଆର ଏଚ ପଜେଟିଭ ରୁହନ୍ତି । ଏବଂ ଯେଉଁ ମାନଙ୍କ ପାଖରେ ଆରଏଚ ପଜେଟିଭ ରୁହେ ନାହିଁ ସେମାନେ ଆର ଏଚ ନେଗେଟିଭ ରୁହନ୍ତି । ଯେତେ ବେଳେ ବାପା ମାଆ କିମ୍ବା ସ୍ୱାମୀ ସ୍ତ୍ରୀ ଙ୍କ ବ୍ଲଡଗୃପ ଅଲଗା ରୁହେ । ଯେମିତି କି ମାଆ ପଜେଟିଭ ରୁହନ୍ତି ହେଲେ ବାପା ଏ,ବି ଏବଂ ଏବି ରୁହନ୍ତି ତେବେ ଛୁଆରେ ଏବିଓ ଇନକମ୍ପାଲିଭିଟି ଆସିଯାଏ । ଏହା ଦ୍ୱାରା ଶିଶୁ ଜନ୍ମ ପରେ ଜଣ୍ଡିସ ରେ ପୀଡିତ ହୋଇ ଯାଇଥାଏ ।

ହେଲେ କିନ୍ତୁ ସ୍ୱାସ୍ତ୍ରୀ ବ୍ଲଡଗୃପ ସମାନ ଥାଏ । ତେବେ ତାଙ୍କ ଶିଶୁ ପାଖରେ ଆରଏଚ ଇନକମ୍ପାଲିଭିଟି ନା ଏବିଓ ଇନକମ୍ପାଲିଭିଟି ଦେଖାଯାଏ । ତେବେ ସନ୍ତାନ ସବୁବେଳେ ସୁରକ୍ଷିତ ରୁହେ ସୁସ୍ଥ ରୁହେ । ସେହିଥି ପାଇଁ ସ୍ୱାମୀ ସ୍ତ୍ରୀ ଙ୍କ ବ୍ଲଡଗୃପ ସମାନ ହେବା ଉଚିତ ନୁହେଁ । ଏହା ଦ୍ୱାରା ଛୁଆ ପେଟରେ ରହେ ନାହିଁ । କିମ୍ବା ଛୁଆ ଜନ୍ମ ହେଲେ ତାର ମାନସୀକ ସ୍ଥର ଖରାପ ହୁଏ ।

ସେ ସାଧାରଣ ଛୁଆ ଙ୍କ ପରି ହୋଇ ପାରେ ନାହିଁ । ହେଲେ ମହିଳା ଙ୍କ ଗର୍ଭପାତ ହୋଇଯାଏ ଏହା ସଂମ୍ପର୍ଣ୍ଣ ଭୁଲ ଅଟେ । ତେବେ ଗର୍ଭରେ ଶିଶୁ ରହିବାର ସହିତ ବ୍ଲଡଗୃପ ର କୈଣସି କାମ ନାହିଁ । ହେଲେ କିନ୍ତୁ ନିଜର ସଂମ୍ପର୍କିୟ ଙ୍କୁ ବିବାହ କରିବା ଠାରୁ ବଞ୍ଚିକରି ରୁହନ୍ତୁ । ନିଜର ରେଗୁଲାର ଚେକପ କରାନ୍ତୁ ।

Spread the love