ହଳଦୀ ଡବାରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ,ମା ଲକ୍ଷ୍ମୀ ବର୍ଷୀବେ ପୁଳା ପୁଳା ଟଙ୍କା,ନିଶ୍ଚୟ କରନ୍ତୁ ଏହି ଉପାୟ

ମଣିଷ ଜୀବନ ସତରେ ବହୁତ ବିଚିତ୍ର। ସୁଖ ଓ ଦୁଃଖ ରେ ବନ୍ଧା ମଣିଷ ର ଜୀବନ। କେଉଁ ସମୟ ରେ ମଣିଷ ଖୁସିରେ ରହିଥାଏ ପୁଣି କେଉଁ ସମୟରେ ଦୁଃଖରେ କାନ୍ଦୁଥାଏ। ଏହା ହିଁ ଜୀବନ ର ସତ୍ୟ। କିନ୍ତୁ ବର୍ତ୍ତମାନ ସମୟରେ ଖୁସିର ଅନ୍ୟ ନାମ ଟଙ୍କା ପାଲଟି ଯାଇଛି। କାହିଁକି ନା ଏବେ ସମସ୍ତେ ଖୁସିରେ ଓ ଆରାମ ରେ ଜୀବନ ବିତାଇ ବାକୁ ଚାହୁଁଛନ୍ତି। ଆଉ ସେଥି ପାଇଁ ରହିଛି ଅର୍ଥ ର ଆବଶ୍ୟକ। ଆପଣ ଯେ କୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ଟଙ୍କା ଆପଣ ଙ୍କର ନିହାତି ଆବଶ୍ୟକ। ତେଣୁ ଯାହା ପାଖରେ ଯେତେ ପରିମାଣ ର ଅର୍ଥ ଥିବ ସେ ବର୍ତମାନ ସମୟରେ ସେତେ ଖୁସିରେ ଜୀବନ ବିତାଇବ। ବିନା ଅର୍ଥ ରେ ଜୀବନ ର ମାନେ କିଛି ନାହିଁ। ପ୍ରତ୍ୟକ ମଣିଷ ପ୍ରତିଦିନ ଅର୍ଥ ଉପାର୍ଜନ ପାଇଁ କିଛି ନା କିଛି କାର୍ଯ୍ୟ କରି ଥାଆନ୍ତି ଓ ଉପାୟ ଅବଲମ୍ବନ କରି ଥାଆନ୍ତି। କିନ୍ତୁ ସେଥିରେ ସେମାନେ ସଫଳ ହୋଇ ନଥାନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହା କରିବା ଦ୍ୱାରା ଆପଣ ମଧ୍ୟ ଧନଶାଳୀ ହୋଇ ପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ। ଏହି କାର୍ଯ୍ୟ ପାଇଁ ହଳଦୀ ର ଆବଶ୍ୟକତା ପଡିଥାଏ। ଆପଣ ରୋଷେଇ ସମୟରେ ଯୋଉ ହଳଦୀ ବ୍ୟବହାର କରନ୍ତି ସେହି ହଳଦୀ ର ଆବଶ୍ୟକ ରହିଛି। ଆପଣ ପ୍ରତି ଦିନ ସ୍ନାନ ସାରିବା ପରେ ହଳଦୀ ଟୀକା ଲଗାନ୍ତୁ। ଏହା ଦ୍ୱାରା ଆପଣଙ୍କ ତା ମାନ ସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ ସମସ୍ୟା ଦୂର ହବ। ଆପଣ କୌଣସି ଘରେ ରହୁଥିଲେ ସେହି ଘର ର ସମ୍ମୁଖରେ ହଳଦୀ ଝୁଲାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘର ଉପରକୁ କୌଣସି ନକାରାତ୍ମକ ଶକ୍ତି ର ପ୍ରଭାବ ପଡିବ ନାହିଁ। ଏହା ସହ ପ୍ରତିଦିନ ସ୍ନାନ ସାରିବା ପରେ ହଳଦୀ ନେଇ ନାରାୟଣ ଙ୍କ ପାଦପଦ୍ମ ରେ ଲଗାନ୍ତୁ। ଏହା ପରେ ସେହି ହଳଦୀ କୁ ଆଣି ନିଜ ର କପାଳ ଓ ବେକ ରେ ଲଗେଇ ଦିଅନ୍ତୁ। ଦେଖିବେ ଆପଣଙ୍କ ର ସବୁ ସମସ୍ୟା ଦୂର ହୋଇଯିବ। ଏହା ସହ ହଳଦୀ କୁ ନେଇ ଆପଣ ଙ୍କ ଘର ର ଚାରି ପାଖେ ହଳଦୀ ର ରେଖା ଟାଣି ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଘର ଉପରକୁ କୌଣସି କୁ ଶକ୍ତି ର ପ୍ରଭାବ ପଡିବ ନାହିଁ। କାହିଁକି ନା ହଳଦୀ ବିଜୟ ର ପ୍ରତୀକ ହୋଇଥାଏ। ଏପରି କରିବା ଦ୍ୱାରା ଆପଣଙ୍କ ର ବିଜୟ ଚାରି ଦିଗରେ ହୋଇଥାଏ। ହଳଦୀ କୁ ନେଇ ଏହି ସବୁ ଉପାୟ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ। ଆପଣଙ୍କ ର ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ।

Spread the love