ହଳଦୀ ଡ଼ବାରେ ଆଜି ହିଁ ଚୁପଚାପ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ,ମା ଲକ୍ଷ୍ମୀ ଦୁଇ ହାତରେ କରିବେ ଧନ ବର୍ଷା !

ବନ୍ଧୁଗଣ ହଳଦୀ ତ ସମସ୍ତଙ୍କ ଘରେ ଥିବ। ଆଉ ହଳଦୀ ବିନା ଆମର ଜୀବନ ଅଧୁରା ଅଟେ। କାରଣ ଖାଦ୍ୟରେ ଆମେ ହଳଦୀ ନପକେଇଲେ ଖାଦ୍ୟ ସ୍ୱାଦିଷ୍ଟ ହୋଇନଥାଏ କି ସୁନ୍ଦର ଦେଖାଯାଇ ନଥାଏ। ମାଙ୍ଗଳିକ କାର୍ଯ୍ୟ ଶୁଭ କାର୍ଯ୍ୟରେ ବି ହଳଦୀର ବ୍ୟବହାର ହୋଇଥାଏ ଆଉ ହଳଦୀର ସିଧା ସମ୍ବଦ୍ଧ ଦେବ ଗୁରୁ ବୃହସ୍ପତିଙ୍କ ସହିତ। ଦେବ ଗୁରୁ ବୃହସ୍ପତି ଯିଏ ଜୀବନରେ ବୈବାହିକ ଜୀବନରେ ଖାସ କରି ମହିଳାଙ୍କ କାରକ ଅଟନ୍ତି ଆଉ ତାଙ୍କୁ ସୁଖ ପ୍ରଦାନ କରିଥାଏ। ସନ୍ତାନ ପ୍ରାପ୍ତି ଧନ ପ୍ରାପ୍ତି। ସମସ୍ତ ବ୍ୟକ୍ତି ଚାହିଁଥାନ୍ତି ଜୀବନରେ ବହୁତ ଖୁସି ଆସୁ ସୁଖ ଆସୁ ଶାନ୍ତି ଆସୁ ଆଉ ବହୁତ ଟଙ୍କା ରୋଜଗାର କରୁ ଆଉ ଏହା ପାଇଁ ଜୀବନ ଲଗେଇ କଷ୍ଟ କରିଥାଏ। କିନ୍ତୁ ବାରମ୍ବାର ଭକ ହେବା ପରେ ବି କେବେ କେବେ ସଫଳତା ମିଳିନଥାଏ ସୁଖ ହିଁ ଆସିନଥାଏ ସ୍ୱାମୀଙ୍କ ପ୍ରେମ ମିଳିନଥାଏ ଅର୍ଥାତ ସ୍ୱାମୀ କୌଣସି ନାଁ କୌଣସି କଥାରେ ଝଗଡା କରିଥାଏ ତ ଏହା ପାଇଁ ଛୋଟ ପ୍ରୟୋଗ କରନ୍ତୁ। କୌଣସି ଗୁରୁବାର ଦିନ ଆପଣ ଗୋଟେ ହଳଦୀ ଖଣ୍ଡ ହାତରେ ନିଅନ୍ତୁ। ଓଁ ରତୟେ କାମଦେବାୟ ନମଃ ଏହି ମନ୍ତ୍ରର ଜପ ୧୦୮ ଥର କରନ୍ତୁ। ଆଉ ଏହି ହଳଦୀ ଖଣ୍ଡକୁ ସ୍ୱାମୀଙ୍କ ଶୋଇବା ବିଛଣାରେ ମୁଣ୍ଡ ପାଖରେ ରଖିଦିଅନ୍ତୁ। ଏହା ପରେ ଦେଖିବେ  ଏହାର ପ୍ରଭାବ କେମିତି ପଡୁଛି। କେବେ କେବେ କଣ ହୋଇଥାଏ ନାଁ ଆପଣଙ୍କ ଘରେ ବହୁତ ସାରା ସମସ୍ୟା ଗୋଟେ ପରେ ଗୋଟେ ଆସିଥାଏ ତ ଏହି ସମସ୍ୟାରୁ ବାହାରିବା ପାଇଁ ଏହି ଛୋଟ ପ୍ରୟୋଗ କରନ୍ତୁ। ନିଜର ଘରର ବାଡ଼ ଭିତରେ ହଳଦୀର ରେଖା ପକେଇ ଦିଅନ୍ତୁ ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରିବ ନାହିଁ। ଆପଣ ବଡ଼ ବିଲଣ୍ଡିଙ୍ଗରେ ରହୁଛନ୍ତି ତ କଣ କରିବେ ନାଁ ନିଜ ଘରର ମୁଖ୍ୟ ଦ୍ୱାର ଉପରେ ଚାରି କୋଣିଆ ଘେରା ବନେଇ ଦିଅନ୍ତୁ ହଳଦୀ ଖଣ୍ଡରେ। ଏଥିରେ ବି ଆପଣଙ୍କର ରକ୍ଷା ହୋଇଯିବ।

ଅନେକ ଥର ଲୋକ କହିଥାନ୍ତି ଶଶୁର ଘର ଲୋକ ଭଲ ପାଇନଥାନ୍ତି ଏହା ସର୍ବଦା ମହିଳାଙ୍କ ସହିତ ହୋଇଥାଏ। ତ ଏଥିପାଇଁ ଛୋଟ ପ୍ରୟୋଗ ଟିଏ କରିନିଅନ୍ତୁ। ଯେବେ ଆପଣଙ୍କ ଝିଅ ଘରକୁ ଆସେ ଆଉ ଶଶୁର ଘରକୁ ଯାଇଥାଏ ତ ତାକୁ ତାର ହାତରେ ୭ ଟି ହଳଦୀ ଖଣ୍ଡ ଗୋଟେ ପିତଳର ଖଣ୍ଡ ଆଉ ଅଳ୍ପ ଗୁଡ଼ ଦିଅନ୍ତୁ। ଆଉ ଝିଅକୁ କହିବେ ନିଜର ଶଶୁର ଘର ଦିଗରେ ପକେଇ ଦେବ। ଆଉ ଶଶୁର ଘରକୁ ଚାଲିଯିବ। ଏହାପରେ ଦେଖିବେ କେମିତି ପ୍ରେମ ମିଳିବ। କାରଣ ଏହା ଟୂଟକା ଅଟେ।

ଅନେକ ଥର ଏମିତି ହୋଇଥାଏ ଜୀବନରେ ଏମିତି ସମସ୍ୟା ଆସିଥାଏ ଯାହା ବାହାରକୁ ବାହାରିବା କଷ୍ଟକର ହୋଇଥାଏ। ଏହି ଛୋଟ ପ୍ରୟୋଗ କରନ୍ତୁ। ଅନେକ ଥର ଆପଣଙ୍କ ସ୍ୱାମୀ ଅନେକ ଭୁଲ କଥାରେ ଶିକାର ହୋଇଯାନ୍ତି। ମଦ୍ୟପାନ କରନ୍ତି ସିଗାରେଟ ପିଅନ୍ତି କିମ୍ବା ଅନ୍ୟ ମହିଳାଙ୍କ ଚକରରେ ଅଛନ୍ତି ତ ଏଥିପାଇଁ ୧୧ ଟି ହଳଦୀ ଖଣ୍ଡକୁ ଗୋଟେ ଲାଲି କପଡ଼ାରେ ବାନ୍ଧି ଦିଅନ୍ତୁ। ଆଉ ସ୍ୱାମୀ ଉପରେ ୭ ଥର ବୁଲାଇ ବହି ଯାଉଥିବା ପାଣିରେ ପ୍ରବାହିତ କରିଦିଅନ୍ତୁ। ଏହି ପ୍ରୟୋଗ ଆପଣ ଶନିବାର ଦିନ କରିବେ। ୮ ଟି ଶନିବାର କରନ୍ତୁ। ଯଦି ବହି ଯାଉଥିବା ପାଣି ନଥିବ ତେବେ କୌଣସି ବି ମନ୍ଦିରର ସିଡ଼ି ପାଖରେ ରଖିଦିଅନ୍ତୁ। ସ୍ୱାମୀ ସ୍ତ୍ରୀଙ୍କ ମତଭେଦ ଦୂର ହୋଇଯିବ।

Spread the love