ପୁରୀ : ବାଟଗାଁ ଛକରେ ଉଡିବ ୧୦୮ ଫୁଟର ଜାତୀୟ ପତାକା

 ଆଜି ଉନ୍ମୋଚନ ହେବ ୧୦୮ ଫୁଟର ଐତିହ୍ୟ ସମ୍ପନ୍ନ ଜାତୀୟ ପତାକା । ଫ୍ଲାଗ୍‌ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସଂଯୋଜନାରେ ପୁରୀ ବାଟଗାଁ ଛକରେ ପତାକ ଉନ୍ମୋଚନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଉନ୍ମୋଚନ ଉତ୍ସବରେ ଫ୍ଲାଗ୍‌ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ସଭାପତି ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ, ଉପସଭାପତି ଶାଲୁ ଜିନ୍ଦଲ, ମନ୍ତ୍ରୀ ସମୀର ଦାଶ, ତୁଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଯୋଗଦେବେ । ଏହି ଐତିହ୍ୟ ସମ୍ପନ୍ନ ଜାତୀୟ ପତାକାକୁ ଜାତି ଓ ଦେଶ ଉଦ୍ଦଶ୍ୟରେ ସମର୍ପଣ କରାଯିବ

Spread the love