ରାଜ୍ୟରେ ଆଖି ବୁଜିଲେ ୧୦ କରୋନା ଆକ୍ରାନ୍ତ

ରାଜ୍ୟରେ ଆଖି ବୁଜିଲେ ଆଉ ୧୦ କରୋନା ଆକ୍ରାନ୍ତ ।  ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୨୬ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟରେ କରୋନାଜନିତ ୧୦ମୃତ୍ୟୁ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ ଓ କଟକରୁ ୨ ଜଣ ଆଖି ବୁଜିଛନ୍ତି। ଏହାବ୍ୟତୀତ ବାଲେଶ୍ୱର, କଳାହାଣ୍ଡି, ମୟୂରଭଞ୍ଜ, ଗଞ୍ଜାମ ଓ ସୁବର୍ଣ୍ଣପୁରରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

 

Spread the love