ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ପ୍ରେସ୍‌ମିଟ୍‌, ଏପ୍ରିଲ୍‌ ୨୯ରୁ ମାଟ୍ରିକ୍‌ ପରୀକ୍ଷା

କଟକ, ୧୪/୦୩: ମାଟ୍ରିକ୍‌ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ପ୍ରେସ୍‌ମିଟ୍‌ । ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ମେ ମାସ ୭ ତାରିଖରେ ଏହି ପରୀକ୍ଷା ସରିବ । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ୨ ଘଣ୍ଟା ସମୟ ରହିବ ।

Spread the love