22ରୁ ମ୍ୟାଟ୍ରିକ୍ ପରୀକ୍ଷା

ଫେବୃଆରୀ 22 ତାରିଖରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। 2830 ସେଣ୍ଟରରେ 5ଲକ୍ଷ 45 ହଜାର 364 ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷାର୍ଥୀ ଫେବୃଆରୀ 8 ରୁ ୱେବ୍ ସାଇଟରୁ ଆଡମିଟ କାର୍ଡ ପାଇପାରିବେ। ମାର୍ଚ୍ଚ 8 ଯାଏ ପରୀକ୍ଷା ଚାଲିବ।

Spread the love