ବସ ଓ ଟ୍ରେଲର ଧକ୍କା, ୧୨ରୁ ଅଧିକ ଆହତ

ବସ ଟ୍ରେଲର ଧକ୍କା । ଝାରସୁଗୁଡ଼ା ଲଖନପୁର ଥାନା ଅନ୍ତର୍ଗତ ଜୁନିଆନାରେ ଦୁର୍ଘଟଣା । ବସ ଓ ଟ୍ରେଲର ଧକ୍କାରେ ଯାତ୍ରୀମାନେ ଗୁରୁତର ଆହତ । ସଂଧ୍ୟା ସାଢ଼େ ୫ଟାରେ ବେଲପାହାଡ଼ ଆଡ଼କୁ ଯାଉଥିଲା ରାଧାରାଣୀ ବସ । ବସ ଓ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଥିଲା । ୧୨ରୁ ଅଧିକ ଆହତ ହୋଇଥିବା ନେଇ ସୂଚନା । ଗୁରୁତର ଯାତ୍ରୀ ଲଖନପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ଉଦ୍ଧାର କରିଛି

Spread the love