ରାଜଧାନୀରୁ ପୁଣି ୧୬ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯

ଭୁବନେଶ୍ୱର ର ବିଭିନ୍ନ ସ୍ଥାନରୁ ୧୬ଜଣଙ୍କର କରୋନା ପଜେଟିବ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ଯାହାକୁ ନେଇ ରାଜ୍ୟ ସରକାର ଙ୍କ ଚିନ୍ତା ବଢିଯାଇଛି ।

Spread the love