ଜୁଲାଇ ୨୦ରୁ +୨ ଆବେଦନ

ଭୁବନେଶ୍ୱର : ପ୍ରକାଶ ପାଇ ସାରିଛି ମାଟ୍ରିକ ପରୀକ୍ଷା ଫଳ ଏବେ ଜୁଲାଇ ୨୦ରୁ +୨ରେ ନାମଲେଖା ପାଇଁ ଆରମ୍ଭ ହେବ ଆବେଦନ। ଆସନ୍ତା ବୁଧବାରରୁ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବଦେନ ଆରମ୍ଭ ହେବ। ୨୦ ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସାମ୍‍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଜାରି ରହିବ। ସିବିଏସଇ/ଆଇସିଏସଇ ରେଜଲ୍ଟ ବାହାରି ନଥିବାରୁ ଅବଧି ବଢିପାରେ ବୋଲି ଜଣାପଡିଛି। ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Spread the love