Skip to content
Tuesday, June 17, 2025
Latest:
  • ମାଆ ଝିଅଙ୍କୁ କାମୁଡ଼ିଲା ସାପ, ଝିଅ ଚାଲିଗଲା ମାଆ ଗୁରୁତର
  • ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସୋଆ ଆଇବିସିଏସ୍‌ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ
  • ମୌସୁମୀ ଫେରିଲା, ୧୭ ଯାଏଁ ବର୍ଷା
  • ଆଜିଠୁ ପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ, ଶ୍ରଦ୍ଧାଳୁଙ୍କ ଛୁଟିଛି ସୁଅ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ମଣ୍ଟୁ ଛୁରିଆଙ୍କ ନାମରେ ଫେକ ଆକାଉଣ୍ଟ କରି ଟଙ୍କା ମାଗିବା ଘଟଣାରେ ୨ ଗିରଫ

March 2, 2023March 2, 2023 Satya 2-arrested-in-the-case-of-asking-for-money-by-using-a-fake-account, state

ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ନାଁରେ ଫେକ ଫେସବୁକ ଓ ପବଜି ଆକାଉଣ୍ଟ କରି ଟଙ୍କା ମାଗିବା ଅଭିଯୋଗରେ ୨ ଗିରଫ। ଗିରଫ ଅଭିଯୁକ୍ତମାନେ ଦେବଗଡ ଜିଲ୍ଲାର ହୋଇଥିବାବେଳେ ସାଇବର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ନିଜକୁ ମଣ୍ଟୁ ଛୁରିଆ କହି ଟଙ୍କା ମାଗୁଥିଲେ। ମଣ୍ଟୁଙ୍କ ଫ୍ୟାନ୍ ମାନେ ଉକ୍ତ ଆକାଉଣ୍ଟରେ ଫୋନ ପେ ମାଧ୍ୟମରେ ଟଙ୍କା ଦେଇଥିବା ପୋଲିସ କହିଛି । ତେବେ କେତେ ଟଙ୍କା ଦିଆଯାଇଛି ତାହା ସ୍ପଷ୍ଟ କରିନାହିଁ। ଫୋନ ପେ’ କୁ ସବୁ ତଥ୍ୟ ସାଇବର ସେଲ ମାଗିଛି। ତଥ୍ୟ ଆସିଲେ ସବୁ ଜଣାପଡିବ ବୋଲି ସମ୍ବଲପୁର ସାଇବର ପୋଲିସ ସୂଚନା ଦେଇଛି।  ତେବେ ମଣ୍ଟୁ ଛୁରିଆଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ୨  ଜଣଙ୍କୁ ଗିରଫ କରିଛି। ଏହା ସହ ଏଭଳି ଫେକ ଆକାଉଣ୍ଟରୁ ଦୂରେଇ ରହିବା ପାଇଁ ମଣ୍ଟୁ ନିଜେ ଅନୁରୋଧ କରିବା ସହ ସଚେତନ କରାଇଛନ୍ତି।

Post Views: 656
Spread the love
  • ← ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ଝଟକା, ଏକାକୀ ନିର୍ବାଚନ ଲଢିବାକୁ ମମତା ଦେଲେ ସଂକେତ
  • ଦେବକୁଣ୍ଡ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ →

ADVT

Recent Posts

  • ମାଆ ଝିଅଙ୍କୁ କାମୁଡ଼ିଲା ସାପ, ଝିଅ ଚାଲିଗଲା ମାଆ ଗୁରୁତର June 16, 2025
  • ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସୋଆ ଆଇବିସିଏସ୍‌ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ June 16, 2025
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ June 14, 2025
  • ମୌସୁମୀ ଫେରିଲା, ୧୭ ଯାଏଁ ବର୍ଷା June 12, 2025
  • ଆଜିଠୁ ପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ, ଶ୍ରଦ୍ଧାଳୁଙ୍କ ଛୁଟିଛି ସୁଅ June 12, 2025

Calendar

June 2025
M T W T F S S
 1
2345678
9101112131415
16171819202122
23242526272829
30  
« May    
Copyright © 2025 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.