ରାଜସ୍ଥାନ ଆଗରେ ୧୮୫ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ଜୟପୁରର ସଓ୍ଵାଇ ମାନ ସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୨୦୧୯ର ୪ର୍ଥ ମ୍ୟାଚରେ କିଙ୍ଗସ ଏକାଦଶ ପଂଜାବ ରାଜସ୍ଥାନ ରୟାଲ୍ସ ଆଗରେ ୧୮୫ ରନର ଲକ୍ଷ୍ୟ ରଖିଛି ।

Read more

ଆର‌୍‌ପିଏଫ୍‌କୁ ମିଳିବ ୧୦୦ ‘ବଡି କ୍ୟାମେରା’

ଆର‌୍‌ପିଏଫ୍‌ ପୁଲିସ ପାଇଁ ଅସୁରକ୍ଷିତ ହୋଇପଡ଼ିଲାଣି ଚଳନ୍ତା ଟ୍ରେନ୍‌। ରାତିରେ ପାଟ୍ରୋଲି˚ ସମୟରେ ଅପରାଧୀମାନେ ମାରଣାସ୍ତ୍ରରେ ଆକ୍ରମଣ କରୁଛନ୍ତି। ଏଭଳି ସ୍ଥିତିର ମୁକାବିଲା ପାଇଁ ପ୍ରଥମ ଥର

Read more

ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସ ଦିନକ ପାଇଁ ଓ ପ୍ରଶାନ୍ତି ଏକ୍ସପ୍ରେସ ୯ଦିନ ପାଇଁ ଆଂଶିକ ବାତିଲ

ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହିତ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ

Read more

ଆଜିଠୁ ମାଟ୍ରିକ୍ ଖାତାଦେଖା ଆରମ୍ଭ

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ହାଇସ୍କୁଲ ସାର୍ଟିଫି‌େକଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠୁ ଆରମ୍ଭ ହେବ।

Read more

ଜେଟ ଏୟାରୱେଜର ଅଧ୍ୟକ୍ଷ ପଦ ଛାଡିଲେ ନରେଶ ଗୋଏଲ

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ନରେଶ ଗୋଏଲ ଜେଟ ଏୟାରୱେଜର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ତାଙ୍କ ପତ୍ନୀ ଅନୀତା ଗୋଏଲ ଓ ଏତିହାଦ

Read more

ରୋବର୍ଟ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ୍‌ ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଳୀ ହାଇକୋର୍ଟ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରୋବର୍ଟ ଭଦ୍ରା ଓ  ତାଙ୍କ ସହଯୋଗୀ ମନୋଜ ଅରୋରାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରି

Read more

ନରେନ୍ଦ୍ର ମୋଦିଙ୍କୁ ଜମ୍ମୁ କୃଷକଙ୍କ ଉପହାର: ଜାଣନ୍ତୁ କ’ଣ କଲେ କୃଷକ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ପାଇଁ ମସିହା । ମୋଦି ଆମ ପାଇଁ ଭଗବାନ ସଦୃଶ । ଏପରି କହିଛନ୍ତି ଜମ୍ମୁର କୃଷକମାନେ । ପ୍ରଧାନମନ୍ତ୍ରୀଙ୍କ ରାଲି

Read more

ତିନି ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

ଆସନ୍ତା ତିନିଦିନ ଧରି କାଳବୈଶାଖୀ ବର୍ଷାର ସମ୍ଭାବନା ଥିବାନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ଆସନ୍ତାକାଲି ମାଲକାନଗିରି ଓ କୋରାପୁଟର ଗୋଟିଏ କିମ୍ବା

Read more

ରାଉରକେଲା ଓ ହିଞ୍ଜିଳିରେ ପ୍ରାର୍ଥୀ ପରିବର୍ତ୍ତନ କଲା କଂଗ୍ରେସ: ଜାରି କଲା ନୂଆ ତାଲିକା

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନର୍ବାଚନ ପାଇଁ ବଳକା ଥିବା ଆସନ ପାଇଁ  କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଏଥିସହ କଂଗ୍ରେସ ଦୁଇଟି ଆସନରେ ଘୋଷଣା କରାଯାଇଥିବା

Read more

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ 245 ପ୍ରାର୍ଥୀ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 28ଟି ବିଧାନସଭା ଆସନ ପାଇଁ ମୋଟ 245ଜଣ

Read more