ରାଜ୍ୟରେ ଆଉ ୩ ପଜିଟିଭ୍ ଚିହ୍ନଟ : ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଲା

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩ କରୋନା ପଜିଟିଭ୍ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର

Read more

ସରକାରୀ ୱେବସାଇଟରେ ଚାଷୀ ବିକିବେ ପନିପରିବା

କରୋନା ଯୋଗୁ ରାଜ୍ୟରେ ଲକଡାଉନ୍ ଥିବାରୁ ଚାଷୀମାନେ ନିଜର ଉତ୍ପାଦିତ ଫଳ,ପନିପରିବାର, ଫୁଲ ଓ ମସଲା ଇତ୍ୟାଦି ଉଦ୍ୟାନଭିତ୍ତିକ ଫସଲର ଉପଯୁକ୍ତ ବିକ୍ରିକଟା କରିବାରେ ଅସୁବିଧା ହେଉଥିବାରୁ

Read more

୧୯ ହଜାର ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା, ୬୦୦ ଟପିଲା ମୃତ୍ୟୁ ସଂଖ୍ୟା

ସାରା ଦେଶରେ କୋଭିଡ୍-୧୯ ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏବେ କରୋନା ମୃତ୍ୟୁସଂଖ୍ୟା ୬୦୦ର ଟପି ୬୦୩ରେ ପହଞ୍ଚି ସାରିଲାଣି।

Read more

୪୪ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରାନ୍ତ ପଶ୍ଚିମବଙ୍ଗ ମେଦିନୀପୁରରୁ ଆମ୍ବୁଲାନ୍ସ ଯୋଗେ ଆସି ଭୁବନେଶ୍ୱର କିମ୍ସ ହସ୍ପିଟାଲରେ କରୋନା ଚିକିତ୍ସିତ

Read more

ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ

ରାଜ୍ୟରେ ଆଉ ୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକି ରାଜ୍ୟପାଇଁ ଏକ ଆସ୍ବସ୍ତିକର ଖବର। ଆଜି ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ

Read more

କରୋନା ସଚେତନତା ବେଳେ ଆଶାକର୍ମୀଙ୍କ ଉପରେ ଢାଳିଦେଲେ ତତଲା ପେଜ

ନୟାଗଡ଼୨୧/୦୪: କରୋନା ରୋକିବାକୁ ସଚେତନ କରିବାକୁ ଯାଇଥିବା  ଜଣେ ଆଶା କର୍ମୀଙ୍କ ଉପରକୁ କିଛି ଅସାମାଜିକ ବ୍ୟକ୍ତି ତତଲା ପେଜ ଢାଳି ଦେଇଛନ୍ତି। ଦଶପଲ୍ଲା ବ୍ଲକ୍‌ ଆଦିବାସୀ

Read more

କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଡାକ୍ତର ବା ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିଲେ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର, ୨୧/୦୪: କରୋନା ଯୋଦ୍ଧାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଭିଡିଓ ବାର୍ତ୍ତାରେ ଏହି ଘୋଷଣା କରିଛନ୍ତି। କରୋନା ସଂକ୍ରମିତ

Read more

ବଡ଼ଚଣା ଥାନାଧିକାରୀଙ୍କୁ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କରାଇଥିବା ସେବାୟତ ଅଟକ

ପୁରୀ, ୨୧/୦୪: ପୁରୀ ଶ୍ରୀମନ୍ଦିର ମଧ୍ୟକୁ କୋଭିଡ-୧୯ ର ନିର୍ଦେଶାବଳି କୁ ଉଲଂଘନ କରି ଯାଜପୁର ବଡ଼ଚଣା ଥାନାଧିକାରୀଙ୍କୁ ପ୍ରବେଶ କରାଇବାରେ ସହଯୋଗ କରିଥିବାରୁ ସେବାୟତ ଶ୍ୟାମସୁନ୍ଦର

Read more

ଯାଜପୁର ର ୩ ଡାକ୍ତର ଓ ୧୯ ନର୍ସ କ୍ୱାରେଣ୍ଟିନରେ

ଭୁବନେଶ୍ୱର, ୨୧/୦୪: ଯାଜପୁର ର ୩ ଡାକ୍ତର ଓ ୧୯ ନର୍ସ କ୍ୱାରେଣ୍ଟିନରେ ପଠାଯାଇଛି । ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

Read more

ବାଲେଶ୍ୱରରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି

ରାଜ୍ୟରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ ।  ଏହି ୫ଜଣ  ବାଲେଶ୍ୱର ର ବୋଲି   ଜଣାପଡିଛି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Read more