ଆସନ୍ତାକାଲିଠୁ ସମ୍ବଲପୁର ଶଟ୍‌ଡାଉନ୍

ଆସନ୍ତାକାଲିଠୁ ୧୦ ଦିନ ପାଇଁ ସମ୍ବଲପୁର ଜିଲ୍ଲାକୁ ଶଟ୍‌ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।

Read more

ଭୁବନେଶ୍ୱରରେ ଚିହ୍ନଟ ହେଲେ ୨୧ ଆକ୍ରାନ୍ତ

ଭୁବନେଶ୍ୱର ସହରରେ ନୂଆ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫ଟି ହେଉଛି ଲୋକାଲ୍‌ କେସ୍‌। ଏଥିସହ

Read more

ପଞ୍ଚଭୂତରେ ଲୀନ ହେଲେ ବିଜୟ

ପଞ୍ଚଭୂତରେ ଲୀନ ହେଲା ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ମେଡିକାଲରୁ ବିଜୟଙ୍କ

Read more

ହେଲିକପ୍ଟରରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଦକ୍ଷିଣ ଓଡ଼ିଶା ଗସ୍ତ, ପ୍ରଶ୍ନ ଉଠାଇଲା ବିଜେପି

କରୋନା ମହାମାରୀ ପ୍ରକୋପବେଳେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ୬ଦିନ ଧରି ଦକ୍ଷିଣ ଓଡ଼ିଶା ଭ୍ରମଣ କରିବା ଓ ସରକାରୀ ଖର୍ଚ୍ଚକାଟ ସତ୍ତ୍ୱେ ହେଲିକପ୍ଟରରେ

Read more

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କରୋନା ଭତ୍ତା

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଚିକିତ୍ସା କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ରାଜ୍ୟ ସରକାର ଆଜି ଦୈନିକ

Read more

ଶେଷ ଦୁଇ ଫର୍ଦ୍ଦ ମୁଁ ଲେଖିନି, ମୋତେ ବଦନାମ କରିସାରିଲେଣି

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ୧୫ ଦିନ ବିତିଗଲାଣି। ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ବିଦ୍ୟାଶ୍ରୀ କହୁଥିବା ବେଳେ ଘଟଣାର ତଦନ୍ତ କରୁଥିବା

Read more

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କଲା ମଦ ବ୍ୟବସାୟୀ ସଂଗଠନ

ସ୍ଥାନୀୟ ମଦ ବ୍ୟବସାୟୀ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରାଯାଇଛି । କରୋନା ମୁକାମିଲା ପାଇଁ ମଦ ବ୍ୟବସାୟୀ ସଂଗଠନର

Read more

ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଲା ପରିବହନ ଟିକସ ରିହାତି ଅବଧି

କରୋନାଜନିତ କଟକଣା ଯୋଗୁ ଯାତ୍ରୀବାହୀ ଯାନ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟ ସରକାର ଆଜି ପରିବହନ ଟିକସ ରିହାତି ଅବଧିକୁ ବୃଦ୍ଧି କରିଛନ୍ତି। ରାଜ୍ୟ ପରିବହନ

Read more

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପ୍ରତିନ୍ଦ୍ବନ୍ଦ୍ବୀ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

ଗତ କିଛି ମାସ ଧରି ଅସୁସ୍ଥ ଥିବା ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ

Read more