ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,6/10: ୨୦୨୦-୨୧ ଆର୍ôଥକ ବର୍ଷ ପାଇଁ ରାଜ୍ୟ ଗୁଡ଼ିକୁ ରାଜସ୍ୱ କ୍ଷତିପୂରଣ ବାବଦରେ ୨୦ ହଜାର କୋଟି ଟଙ୍କା ଜାରି କରିବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିବାରୁ

Read more

ସୁଶାନ୍ତ ମାମଲାରେ ମହାରାଷ୍ଟ୍ର ସରକାରଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର କରିଥିଲା ବିଜେପି: ଗୃହମନ୍ତ୍ରୀ ଅନିଲ ଦେଶମୁଖ

ମୁମ୍ବାଇ, 6/10 : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏମ୍ସ ରିପୋର୍ଟକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ସୁଶାନ୍ତ ମାମଲାରେ

Read more

ଚ୍ୟବନପ୍ରାଶରୁ ନେଇ ଅଶ୍ବଗନ୍ଧା ପର୍ଯ୍ୟନ୍ତ : କୋଭିଡ୍‌-୧୯ ପରିଚାଳନା ପାଇଁ ଆ‌ୟୁର୍ବେଦ ପ୍ରୋଟକଲ୍‌ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ, 6/10 : କୋଭିଡ -୧୯ ଲକ୍ଷଣ ଜାଣିବା ପରେ ଆୟୁର୍ବେଦ ଏବଂ ଯୋଗ ମାଧ୍ୟମରେ ମହାମାରୀ କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର

Read more

ବିଧାନସଭାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ବର6/10 : ବହୁ ହଟ୍ଟଗୋଳ ପରେ ଆଜି ବିଧାନସଭାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହୋଇଛି । ଏନେଇ ବିଜେପି ଓ କଂଗ୍ରେସର ବିଧାୟକମାନେ ବାରମ୍ବାର

Read more

୧୦ ଜିଲ୍ଲାରେ ରହିଛି ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର, 6/10 : ଓଡ଼ିଶା ଉପକୂଳକୁ ଲାଗିଥିବା ପଶ୍ଚିମବଙ୍ଗର ଉତ୍ତର- ପଶ୍ଚିମ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳେ ଦୁର୍ବଳ ହୋଇପଡ଼ିଛି। ହେଲେ, ଏହାର ପ୍ରଭାବରେ

Read more

ବିଧାନସଭାରେ ୫ଟି ବିଲ୍‌ ପାରିତ

ଭୁବନେଶ୍ୱର: ବିଧାନସଭାରେ ଆଜି ୫ଟି ବିଲ୍‌ ପାରିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ୍‌ ୫ଟି ବିଲ ପାରିତ ହୋଇଛି। ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି

Read more

ସରିଲା ବିଧାନସଭା, ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ବର, 6/10 : ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେଶନ । ଅଧିବେଶନ ଶେଷ ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

Read more

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୩୮୧୭ ଆକ୍ରାନ୍ତ

ଖୋର୍ଦ୍ଧା ଜିଲ୍ଲାରୁ ୯୬୯ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୩୮୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ

Read more

ଆଉ ନାହାନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର6/10 : ଆଉ ନାହାନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର । ୮୧ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ

Read more

ଗତ ୪ ବର୍ଷରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ଦେଇଛି ୭.୭୫ କୋଟି : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୬/୧୦: ଜାତୀୟ ମିଶନ ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ

Read more