ଓଡ଼ିଶାରେ ଚିତାବାଘ ବାଘ ସଂଖ୍ୟା ୭୬୦
ଓଡ଼ିଶାରେ ଚିତାବାଘଙ୍କ ସଂଖ୍ୟା ୭୬୦ । ଆଜି (ସୋମବାର) କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍କରଙ୍କ ଦ୍ୱାର ଉନ୍ମୋଚିତ ହୋଇଥିବା ‘ଭାରତରେ ଚିତାବାଘଙ୍କ ସ୍ଥିତି-୨୦୧୮’
Read moreଓଡ଼ିଶାରେ ଚିତାବାଘଙ୍କ ସଂଖ୍ୟା ୭୬୦ । ଆଜି (ସୋମବାର) କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍କରଙ୍କ ଦ୍ୱାର ଉନ୍ମୋଚିତ ହୋଇଥିବା ‘ଭାରତରେ ଚିତାବାଘଙ୍କ ସ୍ଥିତି-୨୦୧୮’
Read moreହାଇଦ୍ରାବାଦକୁ ଚାଲାଣ କରାଯାଉଥିବା ୨୯ ଜଣ ଦାଦନ ଶ୍ରମିକଙ୍କୁ ସେମାବାର ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାରୁ ପୁଲିସ ଉଦ୍ଧାର କରିଛି। ସେମାନଙ୍କୁ ଚାଲାଣ କରୁଥିବା ସର୍ଦ୍ଦାର ବଙ୍ଗୋମୁଣ୍ଡା ଥାନା
Read moreରାଜ୍ୟରେ ଶସ୍ତା ହେଲା କରୋନା ନମୁନା ପରୀକ୍ଷା । ଏଣିକି ମାତ୍ର ଶହେ ଟଙ୍କାରେ ଘରୋଇ ଲାବରୋଟୋରୀରେ ହୋଇପାରିବ କରୋନା ନମୁନା ପରୀକ୍ଷା । ଆଣ୍ଟିଜେନ ପରୀକ୍ଷା
Read moreକେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେଅନୁଭବଙ୍କୁ ନୋଟିସ୍ ପଠାଇଛନ୍ତି ରାଜ୍ୟ ମହିଳାକମିଶନ। ଅନୁଭବଙ୍କ ସମେତ ତାଙ୍କ ବାପା ଓ ମା’ଙ୍କୁମଧ୍ୟ କମିଶନ ନୋଟିସ୍ ପଠାଇଛନ୍ତି। ଏମାନଙ୍କୁଡିସେମ୍ବର ୨୯ ତାରିଖରେ ବ୍ୟକ୍ତିଗତଭାବେ ହାଜରହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ହିଂସାକୁ ନେଇ ବର୍ଷା ମହିଳା କମିଶନରେ ଅଭିଯୋଗ କରିଥିଲେ । ସେହିପରି ପାରିବାରିକ ବିବାଦକୁ ନେଇ ବର୍ଷା ରବିବାର ଦିନ
Read moreକରୋନା କାଳ ଆସିବା ପୂର୍ବରୁ କଳିଙ୍ଗ ହକି କଂପ୍ଲେକ୍ସରେ ଏଫଆଇଏଚ୍ ପ୍ରୋ ଲିଗ୍, କିଟ୍ରେ ଜାତୀୟ ଭଲିବଲ୍ ପ୍ରତିଯୋଗିତା, କଟକରେ ମହିଳା ଚାଲେଞ୍ଜର୍ କ୍ରିକେଟ୍, ଜାତୀୟ ଉପକନିଷ୍ଠ
Read moreକରୋନା ଭୂତାଣୁ ସଂକ୍ରମଣ ଏପର୍ଯ୍ୟନ୍ତ ଥମିବାର ନାଁ ନେଉ ନଥିବା ବେଳେ ବ୍ରିଟେନରେ ଆରମ୍ଭ ହୋଇଥିବା ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍ ସଂକ୍ରମଣ ଏବେ ଲୋକଙ୍କ ଚିନ୍ତା ବଢ଼ାଇ
Read moreଇଂଲଣ୍ଡ୍ର ନୂତନ ଗୁଣସୂତ୍ରଧାରୀ କରୋନା ଭାଇରସ୍ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ବରେ ଆତଙ୍କ ଖେଳି ଯାଇଥିବା ବେଳେ ଏହି ଭାଇରସ୍ର ମୁକାବିଲା କୋଭିଡ୍-୧୯ ଟିକା ସ୍ପୁଟ୍ନିକ୍
Read moreଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଜାରି ହେଲା ଏସଓପି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ବଲବନ୍ତ ସିଂହ କହିଛନ୍ତି, ଆଗାମୀ ଡିସେମ୍ବର ୨୩ରୁ ୨୫
Read moreଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଆଖଣ୍ଡଳମଣି ମନ୍ଦିର ଜାନୁଆରି ୩ ତାରିଖରେ ରାଜ୍ୟର ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି ଖୋଲିବ ବୋଲି ଜଣାଯାଇଛି। ଏ ନେଇ ଭଦ୍ରକ
Read moreପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ଅଭିଯୁକ୍ତକୁ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଆଜି ପୋକସୋ କୋର୍ଟରେ ହାଜର କରିଛି
Read more